• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sushmita Sen

sushmita sen birthday miss universe at 18 and adopted daughter at 24
Sushmita Sen Birthday: ବିବାହ ନ କରି ମା’ ହେବାକୁ ନେଲେ ନିଷ୍ପତ୍ତି; ପାଳୁଛନ୍ତି ଦୁଇ ଝିଅ

କିଛି ଦିନ ଧରି ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥିଲେ। ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ଡେଟିଂ ଖବର ପାଇଁ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥା’ନ୍ତି। ସୁସ୍ମିତା ସେନଙ୍କ ଜନ୍ମଦିନ ୧୯ ନଭେମ୍ବରରେ। ଏହି ଅବସରରେ, ଆସନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି ରୋଚକ କଥା ଜାଣିନେବା।

Sushmita Sen suffers heart attack, undergoes angioplasty
ହୃଦଘାତରେ ପିଡୀତ ହେଲେ ସୁସ୍ମିତା ସେନ୍‌; କହିଲେ ଏମିତି…

ସୁସ୍ମିତା ସେନ୍‌ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ନିକଟରେ ହୃଦଘାତରେ ପୀଡିତ ଥିଲେ। ୪୬ ବର୍ଷିୟ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟର ମାଧ୍ୟମରେ କହିଛନ୍ତି ଯେ ଏହି ହୃଦଘାତ କିଛି ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି।

Sushmita sen to salman khan who are above 40 and happily single
୪୦-୫୦ ବର୍ଷ ପରେ ବି ଏମାନେ ଅବିବାହିତ; ହେଲେ ଖୁସି

ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀ ଯୋଡିମାନେ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ କୌଣସି ସୁଯୋଗ ବି ହାତଛଡା କରୁ ନାହାନ୍ତି। କିନ୍ତୁ ବଲିଉଡ୍‌ରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।

Birthday Special Lover list of Sushmita Sen
ପ୍ରେମିକ ତାଲିକା ଲମ୍ବା; ୪୭ ବର୍ଷରେ ଆଜି ବି ସିଙ୍ଗଲ୍ ସୁସ୍ମିତା, ପଛରେ ପଡିଥିଲେ 'ମୋଦୀ'

ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।

Sushmita Sen Love Story
ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଲେ ପଳାତକ ଲଲିତ ମୋଦି; କେବେ ହଁ ତ କେବେ ନାଁ....

ପୂର୍ବତନ  ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ ।

Lalit Modi Old Tweet Viral
‘ମୋ SMSର ରିପ୍ଲାଏ ଦିଅ’...ସୁସ୍ମିତା-ଲଲିତଙ୍କ ୯ ବର୍ଷ ପୁରୁଣା ଚିଟ୍‌ଚାଟ୍‌ ଭାଇରାଲ୍‌

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ଆଇପିଏଲ୍‌ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି।

Sushmita sen does not allow anyone to gift diamonds
ସୁସ୍ମିତା ସେନ୍‌ଙ୍କୁ କେହି ବି ଦେଇପାରିବେ ନାହିଁ ଡାଏମଣ୍ଡ ଗିଫ୍ଟ

ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ କାମ ଓ ଚିନ୍ତାକୁ ନେଇ ପ୍ରାୟ ସମୟରେ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସୁଛନ୍ତି। କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀ କହିଥିଲେ ଯେ ମହିଳାମାନେ ନିଜେ ନିଜର ଡାଏମଣ୍ଡ କିଣିବା ଉଚିତ। ବର୍ତ୍ତମାନ ନିଜର ଆଉ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡ ରୋହମନ ଶଲଙ୍କୁ ମଧ୍ୟ ତାଙ୍କ ପାଇଁ ଡାଏମଣ୍ଡ କିଣିବାକୁ ଦେଉ ନାହାନ୍ତି।