• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Surya Narayan Patro

Surya Narayan Patro
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି

ଛାତ୍ର ରାଜନୀତିରୁ କାଉନସିଲର..ସାତସାତ ଥରର ବିଧାୟକ । ପୂରା ଦକ୍ଷିଣ ଓଡ଼ିଶାରେ ଥିଲା ତାଙ୍କର ଦବଦବା..ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ ସମର୍ଥକ

Surya Narayan Patro
ବର୍ଷିୟାନ୍‌ ନେତା; କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି

ବର୍ଷିୟାନ୍‌ ନେତା । କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି । ସୂର୍ଯ୍ୟଙ୍କ ଅନ୍ତିମ ବିଦାୟ ଦେଖିବାକୁ ଉପସ୍ଥିତ ଥିଲେ ଶହଶହ ଲୋକ

Surya Narayan Patro
କଣ ହେବ ଗଞ୍ଜାମ ବିଜେଡି ରାଜନୀତିର ଭବିଷ୍ୟତ ?

ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି । ୨୪ ପାଇଁ ଚ୍ୟାଲେଞ୍ଜ ପାଲଟିବ ବଢୁଥିବା ଗୋଷ୍ଠୀ କନ୍ଦଳ ।

Surya Narayan Patro
ପଞ୍ଚଭୂତରେ ବିଲୀନ ସୂର୍ଯ୍ୟ; ବିଧାନସଭାରୁ ଦିଗପହଣ୍ଡି ଶୁଭିଲା 'ଅନ୍ନା ଅମର ରହେ'

ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ।

Surya Narayan Patro
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।

Surya Narayan Patro
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଗଂଜାମ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ବାପାଙ୍କ ଶବ ପାଖରେ କାନ୍ଦୁଛନ୍ତି ଝିଅ ନିକି
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

 Surya Narayan Patra
Big Breaking : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Former Odisha Assembly Speaker Surya Narayan Patro Hospitalised
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର ହସ୍ପିଟାଲ୍‌ରେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ଥିବା ସୂଚନା ମିଳିଛ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ୱିଟ୍‌ କରି ସୂର୍ଯ୍ୟ ପାତ୍ରଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

potato
ଆଳୁ କଳାବଜାର ରୋକିବାକୁ ଯୋଗାଣ ବିଭାଗର ଚଢାଉ

କଟକ : ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ। କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଚିଠି […]