• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Surgery

Smile Designing
ବିବାହ ନିଶା !! ହସ ହସ ଚେହେରା ପାଇଁ ସର୍ଜରୀ କରୁଥିଲେ, ଚାଲିଗଲା ଜୀବନ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।

Viral Girl
ଭୁଲ ଅସ୍ତ୍ରୋପଚାର ପାଇଁ ଜୀବନ ହାରିଲେ ମହିଳା

ଭୁଲ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ସଂପର୍କୀୟଙ୍କ ଧାରଣା ।

Amritpal Singh
ଅମ୍ରିତପାଲ୍ ସିଂ ସମ୍ପର୍କରେ ଚାଞ୍ଚଲ୍ୟକର ଖୁଲାସା :ଲୋକପ୍ରିୟତା ସାଉଁଟିବାକୁ କରିଥିଲା କସ୍ମେଟିକ ସର୍ଜରୀ !

ଖଲିସ୍ତାନ ସମର୍ଥକ, ପଳାତକ, ବହୁରୂପୀ । ଭିଣ୍ଡରନୱାଲେ ଭଳି ଦିଶିବାକୁ କରିଥିଲା ଅସ୍ତ୍ରୋପଚାର!

Rare Hand Sugery
ଏସିଆର ପ୍ରଥମ ଘଟଣା: କାନ୍ଧଠୁ ନଥିଲା ହାତ, ଏବେ ଲାଗିଲା ଦୁଇଟି ନୂଆ ସତସତିକା ହାତ...

ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।

SCB Medical
୫ ଘଣ୍ଟାର ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଟ୍ୟୁମର

ଦୀର୍ଘ ୧୩ ବର୍ଷ ଧରି ଯନ୍ତ୍ରଣା ପାଉଥିଲେ ମହିଳା, SCB ଡାକ୍ତର ଦେଲେ ନୂଆ ଜୀବନ ।

Coins
ପେଟରୁ ବାହାରିଲା ୧୮ଟି କଏନ୍

ନା ସହି ପାରୁଥିଲେ, ନା ରହିପାରୁଥିଲେ.. ଡାକ୍ତର କହିଲେ ଅପରେସନ୍ ହେବ.. ଆଉ ତା’ ପରେ..

Auto driver\'s quest to arrange money for surgery - OTV special story
ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରି ଟଙ୍କା ସଂଗ୍ରହ କରୁଛି ସ୍ତ୍ରୀ..

ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍‌। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...

After Surgery Woman Speak Properly
ନା କଥା କହିପାରୁଥିଲେ, ନା ଠିକ୍‌ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ; ହଠାତ୍‌ ହେଲା ଏମିତି କମାଲ...

ସର୍ଜରୀ ପରେ ନୂଆ ଜୀବନ ଫେରି ପାଇଲେ ମହିଳା। Thyroid ସର୍ଜରୀ ପରେ ମହିଳା ଜଣକ କହିବା ଶକ୍ତି ହରାଇ ଥିଲେ। ନା କଥା କହିପାରୁଥିଲେ, ନା ଠିକ୍‌ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ।

Sipra Charttubedi
SCBରେ ବିରଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ସିପ୍ରା

ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା।