• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sunil Gavaskar

Cricket World Cup 2023 how was the 1975 Cricket World Cup
Cricket World Cup 2023: କିପରି ଥିଲା ୧୯୭୫ର ବିଶ୍ୱକପ୍ କ୍ରିକେଟ୍; ଗାଭାସ୍କର କାହିଁକି ଖେଳିଥିଲେ ଧିମା ଇନିଂସ୍

ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଏହାର ଇସିହାସ ଜାଣିନେବା।

The highlight of Gavaskar's remarkable career
Cricket World Cup 2023: ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ଅଲୋଡ଼ା କୀର୍ତ୍ତି

୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍‌ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି।

Mahendra Singh Dhoni
ଧୋନିଙ୍କ ଅଟୋଗ୍ରାଫ୍‌ ପାଇଁ ଛାତି ଦେଖାଇଦେଲେ ଲିଟିଲ୍‌ ମାଷ୍ଟର୍‌

ଏବେବି କମୁନି ଧୋନି କ୍ରେଜ୍‌ । ମାହିଙ୍କ ଅଟୋଗ୍ରାଫ୍‌ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍‌ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?

Virat Kohli
'ପୁରୁଣା ଅନ୍ଦାଜରେ କମ୍‌ବ୍ୟାକ୍‌ କରିବେ କୋହଲି'

ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।

cricketers
କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି।  ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍‌ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]