Tag: Sudarsan Pattnaik Sand Art

 Largest Sand Chariot
ବାଲିରେ ମହାପ୍ରଭୁଙ୍କୁ ସ୍ଵାଗତ,ବେଳାଭୂମୀରେ ତିଆରି ହୋଇଛି ବାଲି ରଥ

ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି ।