• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Subarnapur

Magha Mela
ସନ୍ଥଙ୍କ ସାଧନାର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା ।

grape farming
ପେଶାରେ ଇଲେକ୍ଟ୍ରିକ୍ ମେକାନିକ୍ ନିଶା କିନ୍ତୁ ଅଙ୍ଗୁର ଚାଷ

ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୌରପଡ଼ାର ଅଙ୍ଗୁର ଚାଷୀ ବଳଭଦ୍ର ବଢ଼େଇ ଏହାକୁ ପ୍ରମାଣ କରିଛନ୍ତି...

Locals seek financial
ବାପା ବି ଦେଇପାରେ ମମତା..

ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..

Man dies of shock
ଏକାଠି ଜଳିଲା ବାପା-ପୁଅଙ୍କ ଜୁଇ

ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିବାବେଳେ ପୁଅର ହୋଇଗଲା ମୃତ୍ୟୁ । ପୁଅର ମୃତ୍ୟୁ କଥା ଶୁଣି ଆଖି ବୁଝିଦେଲେ ବାପା ।

 water pipe
ଜଳିଗଲା RWSSର କୋଟିକୋଟି ଟଙ୍କାର ପାଣି ପାଇପ

ନିଆଁ ଲାଗି ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ ।

The councilor's husband was brutally murdered
କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ରାତିରେ ଶୋଇଥିବା ସମୟରେ କେହି ଦୁର୍ବତ୍ତ କାଉନସିଲରଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ଘଟିଛି ସୁବଣ୍ଣପୁର ଜିଲ୍ଲା ତରଭା ସହରରେ ।

Stealing Of Newborn
ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି

ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି ! ପୋଲିଓ ଟିକା ଆଳରେ ନବଜାତକୁ ଚୋରି ଅଭିଯୋଗ, ଆଈ ଆଡ଼କୁ ଅଙ୍ଗୁଳି ଉଠାଇଲେ ଜେଜେ ମାଆ

child stolen
ପୋଲିଓ ଟିକା ଆଳରେ ନବଜାତ ଶିଶୁ ଚୋରି

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି ଜନ୍ମ ଆଜି ଚୋରି ।

Special Story | Odisha Boys Develop Machine To Predict Weather
ଚାଷୀଙ୍କ ମୁହଁରେ ଫୁଟେଇଲେ ହସ, ଦୁଇ ସାଙ୍ଗ ଗାଁରେ ତିଆରି କଲେ ପାଣିପାଗ ଯନ୍ତ୍ର

ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି ।

Two Boys Develop Machine To Predict Weather
ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ୨ ବନ୍ଧୁ, ଉପକୃତ ହେଉଛନ୍ତି ଚାଷୀ

କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ ‍କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।

binika
ଖଟିଆରେ ପଡ଼ି ପଡ଼ି ଦୁର୍ବିସହ ଜୀବନ କଟାଉଛନ୍ତି ଘରର ମୁରବୀ : ଖାଇବାକୁ ଦାନା ମୁଠେ ନାହିଁ, ଚିନ୍ତାରେ ପରିବାର

ପରିବାର ଚଳାଇବା ପାଇଁ ସେ ଶ୍ରମିକ ଭାବେ କାମ କରୁଥିଲେ । ଯାହାଯେତିକି ରୋଜଗାର ହେଉଥିଲା ଦୁଃଖେ ସୁଖେ ପରିବାର ଚଳୁଥିଲା । ହେଲେ ରାଇସ ମିଲରେ ତାଙ୍କ ଉପରେ ଧାନବସ୍ତା ପଡିଯିବା ପରେ ଏବେ ଯନ୍ତ୍ରଣାରେ ଛଡପଟ ହୋଇ ବିଛଣାରେ ପଡି ଦୁର୍ବିସହ ଜୀବନ କାଟୁଛନ୍ତି ।

MGNREGA Scheme
ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତ ମନରେଗାରେ ଦୁର୍ନୀତି

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଗତ ହୋଇଛି ରାସ୍ତା କାମ । ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଗାଁରୁ ଘାସିମାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ ।

accident
ସଡ଼କ ଦୁର୍ଘଟଣାରେ ୮ ଆହତ, ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି  ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।