ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ Mar 28, 2018 ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର…