• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ssc

Ssc delhi police capf si 2024 notice out registration begins for 4187 posts
SSC Recruitment: ପୋଲିସ୍ ବିଭାଗରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି, SSC ମାଧ୍ୟମରେ ପୂରଣ ହେବ ୪୧୮୭ ପଦବୀ

ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପୋଲିସ୍ ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ମଧ୍ୟରୁ ଜଣେ, ତେବେ ସୁଯୋଗ ଆପଣଙ୍କ ପାଖରେ। ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନ (SSC) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

SSC, Recruitment
SSC ବାହାର କଲା ଚାକିରି, କେଉଁ ବିଭାଗରେ ପୂରଣ ହେବ କେତେ ପଦବୀ, ଜାଣନ୍ତୁ...

ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଜିଷ୍ଟ୍ରେସନ୍‌ କରିବାର ଶେଷ ତାରିଖ ଅଗଷ୍ଟ ୧୬ ତାରିଖ ରହିଛି ।

ssc gd constable
SSC GD କନଷ୍ଟେବଲ୍ ନିଯୁକ୍ତି: ୨୫,୦୦୦ରୁ ଅଧିକ ପୋଷ୍ଟ ପାଇଁ ପଞ୍ଜୀକରଣ ଆରମ୍ଭ; ମହିଳା ପ୍ରାର୍ଥୀ ଆବେଦନ କରିପାରିବେ

ଷ୍ଟାଫ୍‌ ସିଲେକ୍ସନ କମିଶନ୍ (ଏସ୍‌ଏସ୍‌ସି) ଶନିବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସେକ୍ରେଟାରିଏଟ୍ ସିକ୍ୟୁରିଟି ଫୋର୍ସ (ଏସ୍ଏସ୍ଏଫ୍) ଓ ଆସାମ ରାଇଫଲ୍ସ (ଆର୍)ରେ ରାଇଫଲମ୍ୟାନ୍ (ଜେନେରାଲ୍ ଡ୍ୟୁଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।