Tag: Srilanka

Srilankan Cricketer
ଅଭାବ ଅନଟନରେ ଶ୍ରୀଲଙ୍କା ଖେଳାଳି, ଘରର କିସ୍ତି କି ଇନସୁରାନ୍ସ ଟଙ୍କା ମଧ୍ୟ ଦେଇ ପାରୁନାହାନ୍ତି

ଶ୍ରୀଲଙ୍କା ଦଳକୁ ପ୍ରଥମ ଦିନିକିଆରେ ୭ ୱିକେଟ୍‌ରେ ଭାରତଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆର ବି’ ଟିମ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେପଟେ ଚୁକ୍ତିନାମା ବିବାଦ ହେତୁ ଶ୍ରୀଲଙ୍କାର ବଡ଼ ଖେଳାଳି ସିରିଜରୁ ଦୂରେଇ ରହିଛନ୍ତି

Cricket
କଲମ୍ବୋ ଦିନିକିଆକୁ ୭ ଓ୍ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ।