• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Spacex Mission

Space X | 4 Space Tourists Return to Earth After 3 Days in Orbit
ଇତିହାସ ରଚିଲା ସ୍ପେସ୍ ଏକ୍ସ, ଫେରିଲେ ୪ ସାଧାରଣ ଲୋକ

ଇତିହାସ ରଚିଲା ସ୍ପେସ୍ ଏକ୍ସ। ପୃଥିବୀ ପରିକ୍ରମା ପରେ ଫେରିଲେ ୪ ସାଧାରଣ ଲୋକ। ସଫଳତାର ସହ ୪ ଜଣଙ୍କୁ ଧରି ଫେରିଲା ଡ୍ରାଗନ୍ କୃାପସୁଲ୍। ଫ୍ଲୋରିଡ଼ା ଉପକୂଳ ଆଟ୍ଲାଣ୍ଟିକ୍ ମହାସାଗରରେ କଲେ ଅବତରଣ।

SpaceX
ଇତିହାସ ରଚିଲା SpaceX Inspiration ମିଶନ୍ : ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ଫେରିଲା

ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଥିବା ଚାରି ୪ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି ।

 civilian flight to orbit
ସ୍ପେଶ ଟୁରିଜିମ୍‌କୁ ନେଇ ନୂଆ ସମ୍ଭାବନା; ୩ ଦିନ ପାଇଁ ମହାକାଶ ବୁଲିବାକୁ ଗଲେ ୪ ଯାତ୍ରୀ

ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ  ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍‌’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।