• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Space

 Laika Dog In Space Know Background
ପ୍ରଥମ ଥର ପାଇଁ ମହାକାଶକୁ ଯାଇଥିଲା କୁକୁର ଲାଇକା; ହେଲେ ତା’ପରେ ବନିଗଲା ଇତିହାସ

ଲାଇକା ସ୍ପୁଟନିକ୍ ମହାକାଶଯାନରେ ପୃଥିବୀର କକ୍ଷପଥ ଭ୍ରମଣ କରିଥିଲା । ଏହି ମିଶନ୍ ଜରିଆରେ ସୋଭିଏତ୍ ୟୁନିଅନ୍ ଜାଣିବାକୁ ଚେଷ୍ଟା କରୁଥିଲା ଯେ, ଯଦି ଜଣେ ମଣିଷକୁ ମହାକାଶକୁ ପଠାଯାଏ, ତେବେ ସେ ସେଠାରେ କେତେ ସୁରକ୍ଷିତ ରହିବ ?

Earth 2.0
ମହାକାଶରୁ ବୈଜ୍ଞାନିକଙ୍କୁ ଆସିଲା ସଙ୍କେତ, ୧୨ ଆଲୋକ ବର୍ଷ ଦୂରରେ ରହିଛି ପୃଥିବୀ ଭଳି ଆଉ ଏକ ଗ୍ରହ !

ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

space
ହୋଟେଲ୍‌ର ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍

ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]