• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Southwest Monsoon

absence of monsoon rain
ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ

ଧାରା ଶ୍ରାବଣରେ ମୌସୁମୀ ଉଭାନ। କେଉଁଠି ଜମିରେ ହଳ ପଶିନି ତ କେଉଁଠି ଧାନ ତଳି ବଞ୍ଚାଇବାକୁ ଚାଷୀର ପ୍ରାଣମୂର୍ଛା ଉଦ୍ୟମ। ଜୁନରୁ ଏଯାଏଁ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବୃଷ୍ଟିପାତ। ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ।

Rainfall increase from 4th July
ସକ୍ରିୟ ହେବ ମୌସୁମୀ ! କାଲିଠୁ ବଢିବ ବର୍ଷାର ପରିମାଣ

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି।

monsoon
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ବିଳମ୍ବରେ ପହଞ୍ଚିବ ଓଡ଼ିଶା

ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡିର ସୂଚନା, ତେବେ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଛି ।

South-west monsoon has further advanced into remaining parts of Odisha and has now covered the entir
ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Monsoon
ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା

ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ।

monsoon
ଏ ସପ୍ତାହରେ ଛୁଇଁବନି ମୌସୁମୀ !

ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ । 

Monsoon Hits Kerala Coast
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Monsoon 2021  southwest monsoon completely withdraws from india after nearly five months
ଦେଶରୁ ବିଳମ୍ୱରେ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ !

ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।