• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Soro

The doctor is working as a security guard
ଏମିତି ଚାଲିଛି ସ୍ୱାସ୍ଥ୍ୟସେବା...ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।

ARM Loot
ATM କାଟି ଦୁର୍ବୃତ୍ତ ବୁଲାଇଲେ କଳାକନା, ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କା

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Soro CHC functioning sans fire compliance
ସରକାରୀ ମେଡିକାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା!!

ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା ପଶିବ କି !

Road Problem
ମାସେ ହେଲା ରାସ୍ତା ହୋଇଛି, ହାତ ମାରିଲେ ଛେଲା ଛେଲା ଉଠିଯାଉଛି, ଗାଡ଼ି ଗଡ଼ିଲେ ଦବି ଯାଉଛି !

ଗୋଟିଏ ପଟେ ଆମ ସରକାର ଆମ ଗାଁ ଆମ ବିକାଶ ଓ ନବୀନ ଓଡ଼ିଶା ଭଳି ନାରା ସହ, ଖବର କାଗଜରେ ପୁଳା ପୁଳା ବିଜ୍ଞାପନ ଦେଇ ବାହାବହା ସାଉଁଟୁଥିବା ବେଳେ ଗାଁର ବାସ୍ତବ ସ୍ଥିତି ହେଉଛି ଏମିତି ।

Love knows no boundaries!
‘ସିଏ ବାଦୁଡ଼ି ନୁହେଁ ମୋ ବଡ଼ ପୁଅ, ସେ ନଖାଇଲେ ମୁଁ ଖାଇବିନି’

ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼

Raja Celebration
ଧୁମଧାମରେ ପାଳନ ହେଉଛି ରଜ

ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।

 Bee Man
ମହୁମାଛିଙ୍କ ବନ୍ଧୁ, ଜାଣିଛନ୍ତି କରାୟତ୍ତର କୌଶଳ

କୌଶଳ ଜାଣିଛନ୍ତି ବୋଲି ଅନାୟସରେ ଧରୁଛନ୍ତି ମହୁମାଛି । ମହୁମାଛି ବି ତାଙ୍କ ଦେହରେ ଆସି ବସୁଛନ୍ତି । ସତେ ଯେମିତି ମହୁମାଛିଙ୍କୁ ପୋଷା ମନେଇଛନ୍ତି ତୁକାରାମ । ଆସନ୍ତୁ ଭେଟିବା ଏଇ ମହୁମାଛି ମଣିଷଙ୍କୁ ।

Inhumanity
ଏମିତି ପୁଅ କାହାକୁ ନମିଳୁ ! ବୃଦ୍ଧ ବାପା-ମାଆ ଥରି ଥରି ଅଧରାତିରେ କାନ୍ଦି କାନ୍ଦି ଥାନାରେ.. ଦେଖନ୍ତୁ ଭିଡିଓ

ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?

Tragedy
ବିବାହର କିଛି ଦିନ ପରେ ପତ୍ନୀ ଜାଣିଲେ, ସ୍ୱାମୀ ଦିନରେ ବସନ୍ତ ରାତିରେ ବାସନ୍ତୀ

ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍‌ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍‌ ।

Special Story | Elderly Couple In Soro Suffer indescribable Physical Torture By Son
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ

Khantapada Police Station
ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। 

Cyclone Jawad | Paddy Crops Damaged Due To Rainfall In Balasore’s Soro
ବାତ୍ୟା ପରେ ସୋରରେ କଣ ରହିଛି ଚାଷୀ ଭାଙ୍କର ପ୍ରତିକ୍ରିୟା ଶୁଣନ୍ତୁ ...

କେଉଁଠି କ୍ଷେତରେ ଭାସୁଛି ଧାନ, କେଉଁଠି ଗଜା ହେଲାଣି ପାଚିଲା ଧାନ । ଜୱାଦ ଗଲା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।

BJP MP Pratap Sarangi Beats Drum, Rides Bicycle During A Programme In Soro
ଢୋଲ ବାଡେଇଲେ, ସାଇକେଲରେ ଗାଁ ବୁଲିଲେ ପ୍ରତାପ ନନା

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୋର ମାଣତ୍ରି ଗାଁର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କଲେ ଯାହାକୁ ଦେଖି ଲୋକେ ତାଜୁବ। ଦେଖନ୍ତୁ ସେହି ନିଆରା ଦୃଶ୍ୟ...

Balasore - 13 Houses Gutted In Fire In Soro
ନିଆଁରେ ଜଳି ପୋଡ଼ି ସବୁ ଛାରଖାର ହୋଇଗଲା

ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା। ଦେଖନ୍ତୁ ସୋରରୁ ଏ ଦୁଃଖଦ ଚିତ୍ର

Wonder Kid From Soro Finds Place In India Book Of Records
୧୬ ସେକେଣ୍ଡରେ ୩୦ ଜିଲ୍ଲାର ନାଁ କହି ଦେଉଛି ଏହି ୬ ବର୍ଷର କୁନି ପିଲା

ଆପଣ ଅନେକ ପିଲା ଦେଖିଥିବେ। ହେଲେ ଏମିତିକା ବିସ୍ମୟ ବାଳକ କେବେ ହେଲେ ଦେଖି ନଥିବେ। ଫଟାଫଟ କହି ଦଉଛି ସବୁ କିଛି।

coflict
ବସ୍ ଭିତରେ ପଶି ମହିଳାଙ୍କୁ ଅସଦାଚରଣ କଲେ ମାତାଲ ବରଯାତ୍ରୀ

ସୋର: ରୋଷଣୀ ବେଳେ ବସ୍‌କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି।  ସୋର ଥାନା ଅନ୍ତର୍ଗତ ଗୁଡ୍‌ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍‌ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍‌କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍‌ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ୪/୫ଜଣ ମାତାଲ […]

soro
ଝିଅ ହେଲା ବୋଲି ଗଛ ତଳେ ଛାଡ଼ି ଆସିଲେ ବାପା

ବାଲେଶ୍ୱର: ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ବର୍ଷକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲେ। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡ଼ଆ ଗାଁରେ। ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ମିଳିଥିବା ସୂଚନା ଅନୁସାରେ, କୈଳାସ ବଳପୂର୍ବକ ଭାବେ ଝିଅକୁ ତା’ର ମା’ କୋଳରୁ ଛଡ଼ାଇ ଆଣି ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର […]

temple
ମୂଲ୍ୟବାନ ଅଳଙ୍କାର, ମୂର୍ତ୍ତି ଓ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

ସୋର: ସୋରରେ ସିରିଜ୍ ମନ୍ଦିର ଚୋରି। ସୋର ଥାନାର ସାବିରା ଗାଁରେ ଥିବା ୫ଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି।  ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଛନ୍ତି। ପତ୍ରାଶୁଣି ମନ୍ଦିର ଓ ଜାଗୁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାଚିତା, ହାର, ରୂପା ସହ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଛନ୍ତି। ସେହିଭଳି ରାଧାକୃଷ୍ଣ ମନ୍ଦିରର ହୁଣ୍ଡି ବାକ୍ସକୁ ନେଇ ଲୁଟେରା ମାନେ ଫେରାର ହୋଇ ଯାଇଛନ୍ତି। ଅଞ୍ଚଳରେ ଆଉ ଦୁଇଟି ମନ୍ଦିରରୁ ମଧ୍ୟ […]