• translate

Tag: Sona Mohapatra

Sona Mohapatra
ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ ରଖନ୍ତି। ଏଥର ସୋନା ମହାପାତ୍ର ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାକୁ ନେଇ ଏକ ମତ ରଖିଛନ୍ତି।

salman
ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]

javed
କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସପକ୍ଷରେ ଜାଭେଦ ଅଖତର

In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau belongs to every Indian . He is not your property . — Javed Akhtar (@Javedakhtarjadu) 1 May 2018

sona mohapatra
ଗାୟିକା ସୋନା ମହାପାତ୍ରଙ୍କୁ ଧମକ

ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍‌ କରିଛନ୍ତି ବଲିଉଡ଼୍‌ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ସୋନା।  ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି। Dear @MumbaiPolice I have received a […]