ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍ Mar 10, 2018 ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା।…