• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Smoking

Imad Wasim
ଲାଇଭ୍‌ ମ୍ୟାଚ୍‌ ବେଳେ ସିଗାରେଟ୍‌ ଟାଣିଲେ ପାକିସ୍ତାନ ଖେଳାଳି, ଭିଡିଓ ଭାଇରାଲ୍

ଫାଇନାଲ ମ୍ୟାଚ୍‌ ସମୟରେ ଯେତେବେଳେ ମୁଲତାନ୍‌ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍‌ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍‌ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।

woman bites off forest official's ear
ଜଙ୍ଗଲରେ ଧୂମପାନ କରୁଥିଲେ ଦମ୍ପତି, ମନା କରିବାରୁ ବନ କର୍ମଚାରୀଙ୍କ କାନ କାମୁଡ଼ି ଦେଲେ ମହିଳା

କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।

indigo passenger smokes beedi
ବିମାନ ଭିତରେ ବିଡ଼ି ଟାଣିଲେ; ଗିରଫ ହୋଇ ଜେଲ୍‌ ଗଲେ...

ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍‌ ଗଲେ । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି । 

Cigarette
ସିଗାରେଟ୍ ବିକ୍ରି ଉପରେ ଲାଗିବ ବ୍ୟାନ ! ଏଣିକି ମିଳିବନି ଖୋଲା ସିଗାରେଟ୍

ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।

Post Kaali poster controversial, Leena Manimekalai shares another pic of Lord Shiva-Parvati smoking
ପ୍ରଥମେ କାଳୀ ଆଉ ଏବେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌ !

ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍‌...

Teenager recreates Rocky Bhai's iconic smoking scene
ମହଙ୍ଗା ପଡ଼ିଲା ‘KGF 2’ ନିଶା: ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ନାବାଳକ

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।

12
‘ଧୂମପାନ ଜନିତ ମୃତ୍ୟୁର କାରଣ ନିକୋଟିନ୍‌ ନୁହେଁ ’

ନୂଆ ଦିଲ୍ଲୀ : ସାରା ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ଭୟାବହତାକୁ ନେଇ ସମସ୍ତେ ଚିନ୍ତିତ। କୁହାଯାଉଛି କି ଧୂମପାନରେ ଥିବା ନିକୋଟିନ୍ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛି ଆସୋସିଏସନ ଅଫ୍‌ ଭେଣ୍ଡର୍ସ ଇଣ୍ଡିଆ(ଏଭିଆଇ)। ଆଉ କହିଛି, ଧୂମପାନ ଜନିତ ମୃତ୍ୟୁରେ ନିକୋଟିନ୍‌ ଦାୟୀ ନୁହେଁ। ସାଧରଣତଃ ଜଣେ ଯେତେବେଳେ ଧୂମପାନ କରିଥାଏ, ସେଥିରୁ ସିଗାରେଟ୍ ଟାର୍ ଓ ଅନ୍ୟ ବିଷାକ୍ତ ରସାୟନ ଧୂଆଁ […]