Tag: Similipala Forest Fire

similipal
ଶିମିଳିପାଳ ଜଙ୍ଗଲରେ ପୁଣି ଲାଗିଛି ନିଆଁ

ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ସୂତ୍ରରୁ ଜଣାପଡିଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି

cause-of-fire
ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ଶିମିଳିପାଳ ?

ଭୁବନେଶ୍ୱର: ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ, ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ। ବନ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ ପରେ ଅମାନିଆ ନିଆଁକୁ ଆୟତ୍ତ ପାଇଁ ଏଣ୍ଟ୍ରି ମାରିଛି ଓଡ୍ରାଫ୍। ବାଲେଶ୍ୱର ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭାରେ […]