• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Selfie

Accident
ସେଲଫି ସାଜିଲା କାଳ, ଅକାଳରେ ଚାଲିଗଲା ପତ୍ନୀଙ୍କ ଜୀବନ

ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।

Social Media Reels
ଟ୍ରେନ୍ ଉପରେ ସେଲ୍ଫି ବେଳେ ଜଳିଗଲେ ଛାତ୍ର, ରିଲ୍‌ସ କରୁଥିଲେ ଆଜବେଷ୍ଟ ଭାଙ୍ଗି ତଳେ ପଡ଼ିଲେ..

ନବରଙ୍ଗପୁର ସ୍କୁଲରେ ଛାତକୁ ଛାତ ଡେଇଁ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ । ଶିକ୍ଷକ, ଅଭିଭାବକଙ୍କ ସଚେତନତା ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ ।

Youth Missing After Falling Into Waterfall While Taking Selfie
ଜଳପ୍ରପାତ ନିକଟରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଖସିଗଲା ଗୋଡ଼; ତା’ପରେ...

ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।

PM Modi\'s Birthday | BJP Organises Photo Exhibition On His Life | Odisha
ମୋଦିଙ୍କ ଜନ୍ମଦିନ ଅବସରରେ ସେଲଫି ପଏଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେଲଫି ପଏଣ୍ଟ। ବିଜେପି ପାର୍ଟି ଅଫିସ ସମ୍ମୁଖରେ ସେଲଫି ପଏଣ୍ଟ। …

selfie
ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ। ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ […]