• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Seeking Justice

ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ
ଭାଇ-ଭାଉଜଙ୍କ ଆତ୍ମହତ୍ୟା; ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।

alleges poisoning of daughter
ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ମାଆ

ସାହିରେ ପୂର୍ବ ଶତ୍ରୁତା ନେଇ ଗତ ଦୁଇଦିନତଳେ ଜଣେ ଯୁବତୀଙ୍କୁ ବିଷ ପିଆଇଦେଇଥିବାର ପରିବାରଲୋକେ ଅଭିଯୋଗ କରୁଛନ୍ତି। ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ମାଆ । ଏଦୃଶ୍ୟ ଦେଖିଲେ କାହା ଆଖିରେ ବି ଲୁହ ରହିବନି ।

patanagarh
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ଆହତ ବୋହୂ ରୀମା

କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା […]