ସିରିୟାରେ ଆକ୍ରମଣ ପରେ ବସିଲା ଜାତିସଂଘ ବୈଠକ Apr 15, 2018 ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ…