କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା Jun 22, 2020 ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ।…