• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Science News

On this day mercury-venus-mars-jupiter and Uranus will gather together
ଆଉ ୮ ଦିନ ପରେ ମହାକାଶରେ ହେବ ଚମତ୍କାର; ପୃଥିବୀରୁ ଦେଖାଯିବ…

ଆପଣ ଜ୍ୟୋତିର୍ବିଜ୍ଞାନ ବିଷୟରେ ଜାଣିବାକୁ ଆଗ୍ରହୀ କି? ଅନ୍ତରୀକ୍ଷ, ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଜାଣିବାକୁ ଚାହାନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହିଦିନ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। କ’ଣ ହେବ ଆସନ୍ତୁ ଜାଣିବା।

Why do we see different colours when we close our eyes
ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।

Largest solar storms ever detected just hit venus
ସୂର୍ଯ୍ୟରୁ ଭୟଙ୍କର ଝଡ; ଶୁକ୍ର ସହ ଧକ୍କା

ସୂର୍ଯ୍ୟରୁ ବାହାରିଛି ସବୁଠାରୁ ବଡ ବିସ୍ଫୋଟକ। ଏହା ଶୁକ୍ର ସହ ଧକ୍କା ଖାଇଛି। ଏହି ସପ୍ତାହରେ ଏମିତି ଦୁଇ ଥର ହେଲାଣି। ଏହି ପ୍ଲାଜ୍‌ମା ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରୁ ବାହାରିଥିବାରୁ ତାହା ପୃଥିବୀରୁ ଦେଖାଯାଇ ନାହିଁ।

Indian scientists discovered special mosquitoes to control dengue and chikungunya
ନୂଆ ଆବିଷ୍କାର : ମଶା ଦୂର କରିବ ଡେଙ୍ଗୁ-ଚିକନଗୁନିଆ

ଏବେ ଦୂର ହେବ ଡେଙ୍ଗୁ-ଚିକନଗୁନିଆ! ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ମଶା ତିଆରି କରିଛନ୍ତି। ଏହି ମଶାମାନେ ହିଁ ଡେଙ୍ଗୁ-ଚିକନଗୁନିଆ ଦୂର କରିବେ। ଜାଣନ୍ତୁ କେମିତି…

America plan to nuclear explosion on moon
ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ ନେଇ ଆମେରିକାର ଯୋଜନା

ଆମେରିକାର ଏକ ଯୋଜନାର ଖୁଲାସା ହୋଇଛି। ଏହି ଖୁଲାସା ପରେ ସାରାଦୁନିଆରେ ଉତ୍ତେଜନା ଦେଖାଦେଇଛି। ଏକ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଚନ୍ଦ୍ରରେ ପରମାଣୁ ବମ ବିସ୍ଫୋରଣ ପାଇଁ ଆମେରିକା ଯୋଜନା ଉପରେ ବିଚାର କରୁଛି।

Mars space bricks made to build house
ମଙ୍ଗଳରେ ଘର ପାଇଁ ତିଆରି ହେଲା ଇଟା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ମିଳିତ ଭାବେ ସ୍ପେସ୍ ଇଟା ପ୍ରସ୍ତୁତ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ କୋଠା ନିର୍ମାଣ କରାଯାଇପାରିବ।

NASA spots biggest ever commit heading towards earth
ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିଶାଳ ଧୂମକେତୁ

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁର। ଘଣ୍ଟା ପ୍ରତି ବେଗ ରହିଛି ୩୫,୪୦୫ କିଲୋମିଟର। ଏହାର ଓଜନ ୫୦୦ ଟ୍ରିଲିୟନ ଟନ୍‌। ମାନବ ଜାତି ପାଇଁ ବିପଦ ଅଛି କି?

In human brain there are mysterious tunnels
ମାନବ ମସ୍ତିଷ୍କରେ ରହିଛି ରହସ୍ୟମୟ ସୁଡଙ୍ଗ; କରେ ଅନେକ କାମ

ମଣିଷ ମସ୍ତିଷ୍କରେ ରହିଛି ଅନେକ ଗୁପ୍ତ ଟନେଲ୍। ଏହା ମସ୍ତିଷ୍କକୁ ଖପୁରୀ ସହିତ ସଂଯୋଗ କରେ ଏବଂ ବାର୍ତ୍ତା ବିନିମୟ କରେ। ଖାଲି ଏତିକି ନୁହେଁ, କରିଥାଏ ଆହୁରି ଅନେକ କାମ।

Devastating solar storm could send mankind back to dark age
ମାଡି ଆସୁଛି ଭୟଙ୍କର ସୌର ଝଡ, ସୃଷ୍ଟି ହେବ କି ଛାରଖାର

ମାନବ ସଭ୍ୟତା ପାଇଁ ଅନ୍ଧକାର ଆଣୁଛି ସୂର୍ଯ୍ୟ। ଶତାବ୍ଦୀର ଶେଷ ଭାଗରେ ଏକ ବିପଦପୂର୍ଣ୍ଣ ସୌର ଝଡ଼ ଆସିବ। ଏହି ଝଡ ଏତେ ବିପଜ୍ଜନକ ହେବ ଯେ ଏହା ମାନବ ସଭ୍ୟତାକୁ ଅନ୍ଧକାର ଆଡକୁ ନେଇଯିବ।

Mars Craters
କେତେ ଜରୁରୀ ମଙ୍ଗଳର କ୍ରାଟର ଅଧ୍ୟୟନ?

ସ୍ପେସ୍ ଏଜେନ୍ସିମାନେ ମଙ୍ଗଳକୁ ସେମାନଙ୍କର ବଡ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳରେ ବସତି ସ୍ଥାପନ ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଥିବାବେଳେ ୟୁଏଇ ମଧ୍ୟ ଆଗାମୀ ଶହେ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପଠାଇବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ନାସାର ଅଭିଯାନ ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଲକ୍ଷଣ ଖୋଜୁଛି। ବିଭିନ୍ନ କ୍ରାଟର ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିବା ଦୁଇଟି ସକ୍ରିୟ ରୋଭର ଅଛି। କିନ୍ତୁ ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ଏହାର କ୍ରାଟର ଅଧ୍ୟୟନ ପ୍ରକୃତରେ ଏତେ ଗୁରୁତ୍ୱପୂର୍ଣ୍ଣ କି?

Asteroid
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।