ଅଭିଯୋଗ ଆଣିଲେ ବାଲେଶ୍ବରର ସୁମନ୍ତ ପ୍ରଧାନ । BSKY କାର୍ଡ ପାଇନଥିବା କହିଛନ୍ତି ସୁମନ୍ତ ।
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।
ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ବି ଝଟକା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।
‘ଶିକ୍ଷକ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ ତଥ୍ୟ ଦିଆଯାଉଛି’।
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।
ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।
୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ?
ରାସ୍ତା କାମ ପାଇଁ ଅନୁଦାନ ଆସିଥିଲା । ରାସ୍ତାରେ ପଡ଼ିନି ମୁଠାଏ ମାଟି କି ଗୋଡ଼ି । ଗ୍ରାମବାସୀଙ୍କ ଅଭିଯୋଗ ବିନା କାମରେ ହୋଇଛି ବିଲ୍..
ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।
ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।
ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ଛାତି ଏବେ ଧଡ଼ଧଡ଼ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିବା ନକଲି ଭୂତକୁ ଛଡ଼ାଇବା ପାଇଁ ପଣ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।
ମଲ୍ଲିକାର୍ଜୁନ୍ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍ମେଣ୍ଟକୁ ପ୍ରତିଶ୍ରୁତି ଦେଲେ ।
ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା ।
ଆପଣ ଆକ୍ଟିଂ ପାଇଁ ବିକଳ ହେଉଛନ୍ତି କି? ଅଭିନୟ ପୂର୍ବରୁ ଦେଖନ୍ତୁ ଏହି ଭିଡିଓ..
ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର ।
ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପିଙ୍କ ସ୍କାନର୍ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।
ସରକାର ଦେଉଥିବା ରାସନ ପାଇବା ପାଇଁ ଦିବ୍ୟାଙ୍ଗଙ୍କ ପରିବାର ବାରମ୍ବାର ଡିଲରଙ୍କୁ ଗୁହାରି କରିଥିଲା, ନେହୁରା ବି ହୋଇଥିଲା । ହେଲେ କିଛି ଶୁଣିନଥିଲେ ଡିଲର ।
ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ମହାରାଷ୍ଟ୍ରରେ ପାତ୍ରା ଚଲ୍ ସ୍କାମ୍ରେ ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରୋଧୀ ଶିବିରରେ ଛନକା, ଆଣିଲେ ଆକ୍ରୋଶ ଅଭିଯୋଗ ।
ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।
ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।
ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ ।