• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Satkosia Tiger Reserve

Satkosia Tiger Reserve
ପଶୁପ୍ରେମର ନିଆରା ନିଦର୍ଶନ: ବାଘ ପାଇଁ ବେଘର ହେବେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

Satkosia Tiger Reserve
ବାଘ ବଂଶ ବିସ୍ତାର ପାଇଁ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଲୋକେ...

ପାଗଳ କରିଛି ପଶୁପ୍ରେମ। ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଯଗଲା ବଡ଼ ନିଷ୍ପତ୍ତି। ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ...ଦେଖନ୍ତୁ ପୂରା ରିପୋର୍ଟ

No Trace Of Tigress In Satkosia Tiger Reserve For Five Months
୫ ମାସ ହେଲା ନିଖୋଜ ମହାବଳ ବାଘ, ଖୋଜି ଖୋଜି ଅଣାୟତ୍ତ ବନକର୍ମଚାରୀ

୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍‌ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି?

tigress
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୂଳ ବାଘବଂଶର ଏକ ମାତ୍ର ବାଘୁଣୀ ନିଖୋଜ : ଚିନ୍ତାରେ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା

ଗତବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ । ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜାଖୋଜି କରାଯାଉଛି ।

tiger
କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ସାତକକୋଶିଆକୁ ଆସିବେ ଦୁଇଟି ବାଘ

ଭୁବନେଶ୍ୱର: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସିବେ ଦୁଇଟି ବାଘ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବନ ବିଭାଗ, ନ୍ୟାସନାଲ୍ ଟାଇଗର କନଜର୍ଭେସନ୍ ଅଥରିଟି ଓ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କ ସହ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା। ବାଘଙ୍କୁ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ସବୁ ପ୍ରକାର ସହାୟତା ଯୋଗାଇବାକୁ ରାଜି ହୋଇଛନ୍ତି। ଏପଟେ ସାତକୋଶିଆରେ ବି ନୂଆ ଅତିଥିଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମଧ୍ୟପ୍ରଦେଶର କାହ୍ନା ଓ […]