• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sanjay Leela Bhansali

sanjay leela bhansali’s heeramandi first look out
'ହୀରାମଣ୍ଡି’ର ପ୍ରଥମ ଲୁକ୍ ସାମ୍ନାରେ; କହିବ ଦେହଜୀବୀର କଥା

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ 'ହୀରାମଣ୍ଡି: ଦ ଡାଏମଣ୍ଡ୍‌ ବଜାର' ର ପ୍ରଥମ ଲୁକ୍ ଜାରି ହୋଇଛି। 'ହୀରାମଣ୍ଡି’ରେ ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍‌ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।

Indian producers who understood the audiences mood this year
Year Ending: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍‌କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।

Sanjay Leela Bhansali
‘ହୀରା ମଣ୍ଡି’ରେ ରେଖାଙ୍କ ବଦଳରେ ଐଶ୍ୱର୍ଯ୍ୟାଙ୍କ ଏଣ୍ଟ୍ରି

ସଞ୍ଜୟ ଲୀଲା ଭଂସାଲୀ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚିନ୍ତା କରୁଛନ୍ତି। ଯଦି ସବୁ ଠିକ୍ ହୁଏ, ତେବେ ଐଶ୍ୱର୍ଯ୍ୟା ୱେବ୍ ସିରିଜ୍‌ରେ ଦେଖିବାକୁ ମିଳିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ- “ୱେବ୍ ସିରିଜର ଯେଉଁଥି ପାଇଁ ପୂର୍ବରୁ ରେଖାଙ୍କ ନାମ ବିଚାର କରାଯାଉଥିଲା ବର୍ତ୍ତମାନ ସେ ସ୍ଥାନ ପାଇଁ ଐଶ୍ୱର୍ଯ୍ୟାଙ୍କ ନାମ ବିଚାରକୁ ନିଆଯାଉଛି । ପ୍ରକୃତ କଥା ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ କହିବା କଥା ଯେ ଗତ କିଛି ବର୍ଷ ମଧ୍ୟରେ ରେଖାଙ୍କୁ ନିର୍ଦ୍ଦେଶନା ଦେବା କଷ୍ଟସାଧ୍ୟ ହୋଇପଡିଛି।

Sanjay Leela Bhansali
ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ 'ହୀରା ମଣ୍ଡି'ର ପ୍ରଥମ ପୋଷ୍ଟର ରିଲିଜ୍

ବଲିଉଡକୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନସାଲୀ ଅନ୍ୟତମ। ଭନ୍‌ସାଲୀ ବଲିଉଡ୍‌କୁ 'ଦେବଦାସ', 'ବାଜିରାଓ ମସ୍ତାନୀ' ଓ 'ପଦ୍ମାବତ' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେବା ପରେ ସେ ଏବେ ଓଟିଟି ଡେବ୍ୟୁ ଆରମ୍ଭ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ନେଟ୍‌ଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କରିଥିଲେ। ଭନ୍‌ସାଲୀ ବର୍ତ୍ତମାନ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ 'ହୀରା ମଣ୍ଡି'ରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି।