• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sanjay Dutt

film leo earned huge amount before release
ଆସୁଛି ‘ଲିଓ’; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ଥାଲାପାତି ବିଜୟଙ୍କ ଫିଲ୍ମ ‘ଲିଓ’ର ଆଡଭାନ୍ସ ବୁକିଂ ୧୩ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ଫିଲ୍ମ ୧୯ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ୧.୨ କୋଟିର ଅଗ୍ରୀମ ବୁକିଂ ରେକର୍ଡ କରିଛି।

sanjay dutt trolled for pushing a fan who was trying to take a selfie
Viral Video: ସେଲ୍‌ଫି ନେବାରୁ ପ୍ରଶଂସକଙ୍କୁ ଠେଲିଦେଲେ ସଞ୍ଜୟ ଦତ୍ତ; ଭାଇରାଲ୍ ହେଲା ଭିଡିଓ

ସଞ୍ଜୟ ଦତ୍ତ ଏୟାର୍‌ପୋର୍ଟରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଞ୍ଜୁ ବାବା ବଡ଼ ଷ୍ଟାଇଲ୍‌ରେ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସାଇଡ୍‌କୁ ଠେଲିଦେଇଥିଲେ। ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ଏହି ଭିଡିଓ।

Sanjay Dutt wants to bring heroism back in bollywood
ବଲିଉଡ୍‌ରେ ହିରୋଗିରି ନାହିଁ; ମୁଁ ସେସବୁକୁ ଫେରାଇ ଆଣିବାକୁ ଚାହୁଁଛି : ସଞ୍ଜୟ ଦତ୍ତ

ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍‌ଆର୍‌ଆର୍‌ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...

sanjay dutt
‘ଅଧିରା’ର ନୂଆ ଲୁକ୍ : ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସଞ୍ଜୁ ବାବା

ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗିଫ୍ଟ । ଆଗକୁ ଆସୁଥିବା ଫିଲ୍ମ ‘KGF:Chapter 2’ ର ତାଙ୍କର ଖତରନାକ୍ ଲୁକର ପୋଷ୍ଟର ନିଜ ଫ୍ୟନ୍ସଙ୍କ ସହିତ ସେୟାର କରିଛନ୍ତି ବାବା । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟରେ ଅଧିରା ଲୁକରେ ବହୁତ ଭୟଙ୍କର ଦେଖାଯାଉଛନ୍ତି ।