ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା ଗୃହ ଆରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, ବିବାହ, ପାଣି ଗ୍ରହଣ ଆଦି ଶୁଭକାର୍ଯ୍ୟ ନିଷେଧ। କିନ୍ତୁ ୧୪ଜାନୁୟାରୀ ୨୦୧୯ ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶୁଦ୍ଧକାଳ ରହିଛି। ତେଣୁ ଏହି ସମୟରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଭଲଥିବାରୁ ଶୁଭକାର୍ଯ୍ୟ କରଣୀୟ।
ନବବର୍ଷ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ମହାବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି।
Heartiest #OdiaNewYear greetings to all on the occasion of #PanaSankranti and #MahaVishubaSankranti . pic.twitter.com/ew46H62oGy
— Sudarsan Pattnaik (@sudarsansand) 14 April 2018
]]>Wishing all on the occasion of #OdiaNewYear May Lord #Jagannath bless all with peace and prosperity. One of my SandArt at Puribeach. pic.twitter.com/vhuQCt2s5A
— Sudarsan Pattnaik (@sudarsansand) 14 April 2018