• translate

Tag: Sand Art

mothers day
ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।  ମାଆର ବାତ୍ସଲ୍ୟ […]

sand art
ନାବାଳିକାଙ୍କ ଉପରେ ଘଟୁଥିବା ଅତ୍ୟାଚାର ରୋକିବା ଲାଗି ବାଲୁକା କଳା ମାଧ୍ୟମରେ ସଚେତନ କରିବାକୁ ସୁଦର୍ଶନଙ୍କ ପ୍ରୟାସ

ପୁରୀ: ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ- ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ […]

odia new year
ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍‌୧୪ ଏପ୍ରିଲ୍‌ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ୍‌୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା […]

world water day
ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଜଳ ଦିବସ।  ଏହି ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ‘Save Water, Save Life’ ଉପରେ ଏକ ବାର୍ତ୍ତା ଦେଇଛନ୍ତି। My SandArt with message “Save Water, Save Life” on #WorldWaterDay at Puri beach in Odisha. pic.twitter.com/BhMvoNVcrH — Sudarsan Pattnaik (@sudarsansand) March 22, 2018 ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ […]