• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sainik School

Dumping Yard
କି ଦୁର୍ଗନ୍ଧରେ ! ସହର ଭିତରୁ ଡମ୍ପିଂୟାର୍ଡ ହଟାଇବାକୁ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।

Dumping yard
ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଆବର୍ଜନାର ପାହାଡ଼ ପାଲଟିଛି ସୈନିକ ସ୍କୁଲ ପଛ

ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।

ଶତ୍ରୁଙ୍କୁ ଟାର୍ଗେଟ୍‌ ପାଇଁ ପ୍ରସ୍ତୁତ
ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌

ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ

Kargil Divas
ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ କାର୍ଗିଲ ବିଜୟ ଦିବସ ପାଳନର କିଛି ଦୃଶ୍ୟ..

ଭୁବନେଶ୍ୱର ସୈନିକ ସ୍କୁଲ୍‌ରେ ଆୟୋଜିତ ହୋଇଛି କାର୍ଗିଲ ବିଜୟ ଦିବସ । NCC ର ଛାତ୍ରଛାତ୍ରୀ ପରେଡ୍‌ ସହ ଅମର ଜୱାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Union Cabinet approves affiliation of 100 schools in
୧୦୦ ନୂଆ ସୈନିକ୍ ସ୍କୁଲକୁ ମୋଦି କ୍ୟାବିନେଟରେ ମଞ୍ଜୁରୀ : ଆଡମିଶନ କରିପାରିବେ ୫୦୦୦ ଛାତ୍ରଛାତ୍ରୀ

ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ ।

sainik school
ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

Sainik School
ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ଲେଖାଇଲେ ନାମ