• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sachin Pilot

Priyanka Gandhi
ରାହୁଲଙ୍କ ପରେ ପ୍ରିୟଙ୍କା-ସଚିନ୍ ଆସିବେ ଓଡ଼ିଶା

ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ ପ୍ରିୟଙ୍କା-ସଚିନ୍ ।

Ashok Ghelot, Sachin Pilot
ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା; ଏକ ହେବେ ଗେହଲୋଟ-ପାଇଲଟ୍

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

Rajasthan Politics, Sachin Pilot-Ashokl Gehlot
ପାଇଲଟ୍‌ଙ୍କ ପ୍ଲେନ୍‌ର ଗତି କୁଆଡ଼େ ? ନିଜ ଦଳକୁ ବାରମ୍ବାର ପକାଉଛନ୍ତି ଅଡ଼ୁଆରେ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।

Rajasthan Congress crisis
ରାଜସ୍ଥାନରେ ପାଇଲଟଙ୍କ ଅନଶନ ତାତି ! ବସୁନ୍ଧରା କେବଳ ବାହାନା, ଗେହଲଟ ହିଁ ଅସଲ ନିଶାନା

ନା ଚେତାବନୀ କୁ ଖାତିର କଲେ , ନା ପରାମର୍ଶକୁ ଗ୍ରହଣ କଲେ। ଶେଷରେ ଦିନିକିଆ ଅନଶନରେ ବସିଲେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ଅନଶନରେ ବସିଲେ ପାଇଲଟ ।

Ashok Gehlot, Sachin Pilot
‘ପାଇଲଟ୍‌ କେବେ ମୁଖ୍ୟମନ୍ତ୍ରୀ ହେଇପାରିବେ ନାହିଁ’

ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।

Rajasthan Political Crisis
ଅସ୍ଥିର ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ୍‌-ଗେହଲୋଟ୍ ଗୋଷ୍ଠୀ ମୁହାଁମୁହିଁ

କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍‌ଙ୍କ ସମର୍ଥକମାନେ କହିଛନ୍ତି। 

Sachin Pilot- Gehlot
ଗେହଲଟ ଧରିପାରନ୍ତି କଂଗ୍ରେସ ମଙ୍ଗ, ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ; ପାଇଲଟ ହେବେ କି ମୁଖ୍ୟମନ୍ତ୍ରୀ ?

ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।

Sachin Pilot Welcomes Ukraine-Returnee Indians On Flight
ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଏୟାର ଇଣ୍ଡିଆର ଥରକେ ଖର୍ଚ୍ଚ ହେଉଛି ଏତିକି ଟଙ୍କା...

ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?

Sachin Pilot
ପ୍ରିୟଙ୍କାଙ୍କୁ ଗିରଫ ନେଇ ତେଜୁଛି ବିଦ୍ରୋହ, ସଚିନ୍‌ କହିଲେ ନିନ୍ଦନୀୟ

ମୃତ କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । କଂଗ୍ରେସ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି ।

Ashok Gehlot
ରାଜସ୍ଥାନ କଂଗ୍ରେସରେ କନ୍ଦଳ: ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ, ସଚିନଙ୍କୁ ଖୁସି କରିବାକୁ...

ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍‌ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।

rajasthan political crisis
ଦଳରୁ ବିଦା ହେବା ପରେ କ’ଣ କରିବେ ସଚିନ ? ଦଳରେ ରହିବେ ନା....

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ।  କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ?  ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍‌ ପାଇଲଟଙ୍କୁ  ଦଳର ସମସ୍ତ ପଦ ପଦବୀରୁ  ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]