• translate

Tag: Road Construction

highwayconstruction
ରାସ୍ତା ନିର୍ମାଣରେ ଗଡ଼ବଡ଼ କରିପାରିବେନି ଠିକାଦାର : ଗୁଣବତ୍ତା ଉପରେ ନଜର ରଖିବ ସେନସର୍

ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ ।