• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Accident

Accident, 5dead
ଟ୍ରିପ୍ ସାରି ଫେରୁଥିଲେ; ଧକ୍କା ଦେଲା ଟ୍ରକ, ୪ ଡାକ୍ତରଙ୍କ ସମେତ ଶିଶୁ ମୃତ

ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ।

Accident
ଦ୍ରୁତ ଗତିରେ ଧକ୍କା ହେଲା ଦୁଇ କାର୍, ଛିଣ୍ଡିଗଲା ଚାଳକର ମୁଣ୍ଡ

ମୃତକ ୨୭ ବର୍ଷୀୟ ବଂଶ ଜାଁଲି ବୋଲି ଜଣାପଡ଼ିଛି । ବଂଶ ଏକ କମ୍ପାନୀରେ ଜଣେ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲେ। ଘରେ କେବଳ ତାଙ୍କ ମା’ ଥିବା ଜଣାଯାଇଛି।

Car-Bus Accident, 5Dead
ବସ୍‌କୁ ଧକ୍କା ଦେବାପରେ କାର୍‌ରେ ଲାଗିଗଲା ନିଆଁ...ଜିଅନ୍ତା ଜଳିଗଲେ ୫ଯାତ୍ରୀ

ବସ୍‌ର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍‌ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।

Accident
କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୨୫ରୁ ଅଧିକ ଆହତ

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ସଂଧ୍ୟା ବେଳେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ ।

Kelvin Kiptum
କେନିଆର ଯୁବ ଆଥଲେଟ୍ କେଲଭିନ୍ କିପଟମଙ୍କ ଅକାଳ ବିୟୋଗ...ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ

ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଆଥଲେଟିକ୍ସ ଜଗତ। ମାରାଥନ୍ ବିଶ୍ୱ ରେକର୍ଡଧାରୀଙ୍କ ସମ୍ମାନଜନକ ସ୍ଥାନ ଅର୍ଜନ କରିଥିବା ୨୪ ବର୍ଷୀୟ କେଲଭିନଙ୍କ ଜୀବନରେ ଏଇଠି ପଡିଛି ପୂର୍ଣ୍ଣଚ୍ଛେଦ।

Wife Death
କୁକୁରକୁ ବଞ୍ଚାଉଥିଲେ, ସ୍ତ୍ରୀକୁ ହରାଇଲେ..ଥାନାରେ ନିଜ ନାଁରେ ଦେଲେ ଏତଲା..

ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।

Road Accident
ରାସ୍ତାରେ ଛକିଥିଲା ଯମ, ଦିନକରେ ଚାଲିଗଲା ୧୦ ଜୀବନ

ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।

Accident
କାର୍‌କୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ୫ମୃତ

ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Accident
ମୁଣ୍ଡ ନେଉଛି ବିପଦଜନକ ପରିବହନ ବ୍ୟବସ୍ଥା

ମୁଣ୍ଡ ନେଉଛି ବିପଦଜନକ ପରିବହନ ବ୍ୟବସ୍ଥା..ନିଇତି ଘଟୁଛି ଦୁର୍ଘଟଣା..ପ୍ରତି ଦୁର୍ଘଟଣାରେ ଯାଉଛି ନିରୀହ ମଣିଷଙ୍କ ଜୀବନ ।

Road Accident
ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

Accident
ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ଚାଲିଗଲା ୬ ଜଣଙ୍କ ଜୀବନ, ୧୧ ଗୁରୁତର

ଘାଟିରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ । ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଘଟିଛି ଦୁର୍ଘଟଣା ।

Accident in Bhubaneswar
ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇଦେଲା ଡ୍ରାଇଭର, ଜଣେ ଗୁରୁତର

ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି।

Accident
ସ୍କୁଟି-ବାଇକ୍‌ ମୁହାମୁହିଁ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।

Accident
ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି, ଚାଲିଗଲା ୪ ଜୀବନ

ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।

Unknown vehicle Accident
ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ

ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ସୂଚନା ପାଇବା ପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Road Accident
ସ୍ପିଡ୍‌ରେ ଗାଡ଼ି ଚଳାଇ ରିଲ୍ସ କରୁଥିଲେ, ମା’ ପୁଅଙ୍କୁ ଚଢ଼ାଇ ମାରିଦେଲେ..

ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍‌ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।

Accident
ପିକନିକ କରିବାକୁ ଯାଉଥିଲେ, କିନ୍ତୁ ଶବ ହୋଇ ଫେରିଲେ

ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।

Accident
NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।

Road Accident
ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ; ଏଥିପାଇଁ ଦାୟୀ କିଏ ?

NHରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ । ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ । କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ହିଁ ଦୁର୍ଘଟଣା ପଛର ମୁଖ୍ୟ କାରଣ ।

Keonjhar Accident
ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଚାଲିଗଲା ଗଞ୍ଜାମ ଦିଗପହଣ୍ଡିର ଦୁଇ ସଙ୍ଗାତ ପରିବାରର ୮ ଜୀବନ

ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା।

Zero fatality week
ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେବ ଜିରୋ ଫାଟାଲିଟି ୱିକ୍

ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା ଲକ୍ଷ୍ୟ…..ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଏସପି ଓ RTOଙ୍କୁ SOP ଜାରି

accident
ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଚାଲିଗଲା ୫ଜୀବନ

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର, ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା

Odisha Assembly
ରାଜ୍ୟରେ ଜୀବନ ନେଇଛି ଦୁର୍ଘଟଣା; ଗତ ୫ ବର୍ଷରେ ୨୫,୯୩୪ ଜଣଙ୍କ ମୃତ୍ୟୁ

ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।

Hit & run,
ବସ୍‌କୁ ଅପେକ୍ଷା କରିଥିଲେ : ଦ୍ରୁତ ବେଗରେ ମାଡ଼ି ଆସିଲା କାର୍‌, ୨ ମୃତ

ଆସିକା ପାଟପୁର ଥାନା ପୋଡ଼ାମାରି ବସ୍ ଷ୍ଟାଣ୍ଡରେ ଦୁର୍ଘଟଣା...ବସ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍..