Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍ ଗ୍ରାହକ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍ କେବଳ ନୂଆ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ।
ଜାଣନ୍ତୁ, କ’ଣ Jioର ନୂଆ ଅଫର ?
ସ୍ୱାଧୀନତା ଦିବସ ଅବସରରେ ଜିଓ ‘ହର୍ ଘର ତ୍ରିରଙ୍ଗା, ହର୍ ଘର ଜିଓ ଫାଇଭର’ ଅଫର ଘୋଷଣା କରିଛି। ଏହି ଅଫର କେବଳ Jio Fiberର ନୂଆ ୟୁଜର୍ସ, ଯେଉଁମାନେ ପୋଷ୍ଟପେଡ୍ ଏଣ୍ଟରଟେନମେଣ୍ଟ୍ ବୋନାଜା ପ୍ଲାନ୍କୁ ଅଗଷ୍ଟ ୧୨ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ କିଣିଛନ୍ତି ସେମାନଙ୍କ ପାଇଁ ଏହା ଉପଲ୍ଲବ୍ଧ। ଏହି ଅଫର ଆଧାରରେ ଗ୍ରାହକମାନେ ଚୟନ କରିଥିବା ପ୍ଲାନ୍ର ସୁବିଧା ୧୫ ଦିନ ପର୍ଯ୍ୟନ୍ତ ମାଗଣାରେ ମିଳିବ। ଧ୍ୟାନ ରଖନ୍ତୁ, ଏହି ଅଫରର ଫାଇଦା ସେହି ଗ୍ରାହକଙ୍କୁ ମିଳିବ, ଯେଉଁମାନଙ୍କର କନେକ୍ସନ ଆକ୍ଟିଭେସନ୍ ଅଗଷ୍ଟ ୧୯ରେ ଶେଷ ହେବ।
ଜିଓର ଏହି ଅଫର Jio Fiber ପୋଷ୍ଟପେଡ୍ ଏଣ୍ଟରଟେନମେଣ୍ଟ୍ ବୋନାଜା ପ୍ଲାନ୍ ପାଇଁ ଉପଲ୍ଲବ୍ଧ। ଏହି ତାଲିକାରେ କମ୍ପାନୀର ୪ଟି ପ୍ଲାନ୍ ରହିଛି। ଯଥା- ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ରିଚାର୍ଜ ପ୍ଲାନ୍।
ଏହି ପ୍ଲାନ୍ରେ କ’ଣ ସୁବିଧା ଥାଏ ?
୪୯୯ ଟଙ୍କାର ପ୍ଲାନ୍:
୫୯୯ ଟଙ୍କାର ପ୍ଲାନ୍:
୭୯୯ ଟଙ୍କାର ପ୍ଲାନ୍:
୮୯୯ ଟଙ୍କାର ପ୍ଲାନ୍:
(ବି.ଦ୍ର- ରିଚାର୍ଜ ପୂର୍ବରୁ ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ନୂଆ ଅଫର ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା-Aaj Takର ରିପୋର୍ଟରୁ ଏହା ଉଦ୍ଧୃତ। ଏଥିପାଇଁ ଆମେ ଦାୟୀ ନୁହେଁ।)
]]>ଯଦି ଆମେ ଜିଓ ଫାଇବର୍ର ୬୯୯ଟଙ୍କାର ବ୍ରୋଞ୍ଜ୍ ପ୍ଲାନ୍ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍ ବେନିଫିଟ୍, ୫୦ ଜିବି Introductory ଡାଟା ଓ ୧୦୦ ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍(ଅପପ୍ସନାଲ୍) ସମେତ ଏବେ ୧୦୦ଜିବି ଡବଲ୍ ଡାଟା ବେନିଫିଟ୍ ମିଳିବ। ଅର୍ଥାତ୍ ଗ୍ରାହକଙ୍କୁ ଏହି ପ୍ଲାନ୍ରେ ପ୍ରତ୍ୟେକ ମାସରେ ମୋଟ୍ ୩୫୦ଜିବି ଡାଟା ମିଳିବ।
ବ୍ରୋଞ୍ଜ୍ ପ୍ଲାନ୍ ଭଳି ଜିଓ ଫାଇବର୍ ଏହାର ୮୪୯ଟଙ୍କାର ସିଲଭର୍ ଆନୁଆଲ୍ ପ୍ଲାନ୍କୁ ସବ୍ସ୍କ୍ରାଇବ୍ କରିଥିବା ଗ୍ରାହକଙ୍କୁ ମଧ୍ୟ ଆଡିସ୍ନାଲ୍ ଡାଟା ଅଫର କରୁଛି। ସିଲ୍ଭର୍ ପ୍ଲାନ୍ ସବ୍ସ୍କ୍ରାଇବ୍ କରିଥିବା ଗ୍ରାହକଙ୍କୁ ଏବେ ମାସକୁ ମୋଟ୍ ୮୦୦ ଜିବି ଡାଟା ମିଳିବ। ଗ୍ରାହକଙ୍କୁ ୨୦୦ ଜିବି ପ୍ଲାନ୍ ବେନିଫିଟ୍, ୨୦୦ ଜିବି Introductory ଡାଟା, ୨୦୦ ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍(ଅପ୍ସନାଲ୍) ଓ ୨୦୦ ଜିବି ଡବଲ୍ ଡାଟା ବେନିଫିଟ୍(ଲକ୍ଡାଉନ୍ ଯୋଗୁ ଏହି ଡାଟା ମିଳିବ) ମିଳିବ।
୧,୨୯୯ଟଙ୍କାର ଗୋଲ୍ଡ ପ୍ଲାନ୍ କଥା ଯଦି କହିବା, ଏବେ ଏହି ପ୍ଲାନ୍ରେ ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ୧,୭୫୦ଜିବି ଡାଟା ମିଳିବ। ଏହି ପ୍ଲାନ୍ରେ ୫୦୦ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍, ୨୫୦ଜିବି Introductory ଡାଟା, ୫୦୦ଜିବି ଡବଲ୍ ଡାଟା ବେନିଫିଟ୍ ଓ ୫୦୦ ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍(ଅପ୍ସ୍ନାଲ୍) ରହିଛି।
ଡାଇମଣ୍ଡ୍ ପ୍ଲାନ୍ର ଗ୍ରାହକଙ୍କୁ ଏବେ ପ୍ରତ୍ୟେକ ମାସରେ ୪,୦୦୦ ଜିବିର ହାଇ ସ୍ପିଡ୍ ଡାଟା ମିଳିବ। ଏଥିରେ ୧୨୫୦ ଜିବି ଡବଲ୍ ଡାଟା ବେନିଫିଟ୍, ୧୨୫୦ ଜିବି ପ୍ଲାନ୍ ବେନିଫିଟ୍ ଓ ୨୫୦ ଜିବି Introductory ଡାଟା ଓ ୧୨୫୦ ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍(ଅପ୍ସ୍ନାଲ୍) ରହିଛି।
ସେହିପରି ୩,୯୯୯ ଟଙ୍କାର ପ୍ଲାଟିନମ୍ ପ୍ଲାନ୍ର ଆନୁଆଲ୍ ସବ୍ସ୍କ୍ରିପସନ୍ ନେଇଥିବା ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ମୋଟ୍ ୭୫୦୦ଜିବି ଡାଟା ମିଳିବ। ଏଥିରେ ୨,୫୦୦ ଜିବି ଆନୁଆଲ୍ ପ୍ଲାନ୍ ବେନିଫିଟ୍(ଅପ୍ସ୍ନାଲ୍), ୨,୫୦୦ ଜିବି ପ୍ଲାନ୍ ବେନିଫିଟ୍ ଓ ୨,୫୦୦ ଜିବି ଡବଲ୍ ଡାଟା ବେନିଫିଟ୍ ସାମିଲ ରହିଛି।
ଶେଷରେ ଯଦି ଆମେ ଟାଇଟାନିୟମ୍ ଆନୁଆଲ୍ ସବ୍ସ୍କ୍ରିପସନ୍ ପ୍ଲାନ୍ କଥା କହିବା, ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୫୦୦୦ଜିବି ପ୍ଲାନ୍ ବେନିଫିଟ୍, ୫୦୦୦ଜିବି ଡବଲ୍ ଡାଟା ବେନିଫିଟ୍ ଓ ୫୦୦୦ଜିବି ଆନୁଆଲ୍ ଡାଟା ପ୍ଲାନ୍ ବେନିଫିଟ୍ ମିଳିବ। ଏହିପରି ଭାବରେ ପ୍ରତ୍ୟେକ ମାସରେ ଗ୍ରାହକଙ୍କୁ ୧୫୦୦୦ଜିବି ଡାଟା ବେନିଫିଟ୍ ମିଳିବ।
]]>