• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Redhakhol

No roads no vote
ରାସ୍ତା ନାହିଁ ତ ଭୋଟ୍ ନାହିଁ

ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।

 pearl farming
ଓଡ଼ିଶାରେ ଲୋକପ୍ରିୟ ହେଉଛି ମୁକ୍ତାଚାଷ, ଖର୍ଚ୍ଚର ମିଳୁଛି ଡବଲ ଇନକମ୍

ମୁକ୍ତା କଥା ମନକୁ ଆସିଲେ ପ୍ରଥମେ ସମୁଦ୍ର କୂଳ, ସେଠାରୁ ସଂଗ୍ରହ ହେଉଥିବା ଶାମୁକା ଓ ଶାମୁକାରୁ ମିଳୁଥିବା ମୁକ୍ତା କଥା ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି ଏବେ ଏହାକୁ ଏକ ଚାଷ ଭାବରେ ଭାରତରେ ଗ୍ରହଣ କରାଗଲାଣି । ବିଭିନ୍ନ ସ୍ଥାନରେ ଲୋକେ ପୋଖରୀରେ ଏହି ମୁକ୍ତା ଚାଷ କରୁଛନ୍ତି। ରେଢାଖୋଲ ଅଞ୍ଚଳର ଜଣେ ଯୁବ ଚାଷୀ କିନ୍ତୁ ଏବେ ନିଜ ଘର ଅଗଣାରେ ଏହି ମୁକ୍ତାଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।

Man on rickshaw spreads awareness
ରିକ୍ସାରେ ଭାରତ ଭ୍ରମଣ

ନିଶାମୁକ୍ତ ସମାଜର ବାର୍ତ୍ତା ନେଇ ରିକ୍ସାରେ ଭାରତ ଭ୍ରମଣ କରୁଛନ୍ତି ବୃଦ୍ଧ

ଗାଁକୁ ଗାଁ ବ୍ୟାପୁଛି କିଡ୍‌ନୀ ରୋଗ; ଗଲାଣି ୫ ନିରିହ ଜୀବନ

ବଢ଼ିବାରେ ଲାଗିଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା। ରେଢାଖୋଲ ବ୍ଲକ ର ବଂଶାଜାଲ ପଚାଂୟତର ହେଲେଇ ଗାଁରେ ଏବେ ୬ ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବାବେଳେ ଏହି ରୋଗରେ ୫ଜଣଙ୍କ ଜୀବନ ଗଲାଣି ।

Dreams Of Siblings From Redhakhol Comes True After Drawing Attention Of CM & PM For Bridge Construction
ଭାଇଭଉଣୀ ଚିଠି ଲେଖି ଗାଁରେ କରିଦେଲେ ପୋଲ, ମିଳୁଛି ପ୍ରଶଂସା

ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।

Elephant Tramples Two Of A Family To Death In Odisha’s Redhakhol
କକା-ପୁତୁରାକୁ ଦଳି ଦେଲା ଦନ୍ତା

ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ।

Elephant Attack
କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।

Rairakhol Locals Allege Irregularities In Vaccination Centres In Sambalpur
ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ

ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ ।

ACF Redhakhol
କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍; ଏସିଏଫଙ୍କ ଗାଡ଼ିକୁ ଭାଙ୍ଗିଦେଲେ

ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ

durjan munda
ଖଟିଲେ ଖାଉଛନ୍ତି, କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ପୂର୍ବତନ ନାଏବ ସରପଞ୍ଚ

୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।

Redhakhol
ମରିଗଲା ମାନବିକତା ! ପାଖ ପଡ଼ୋଶୀ ବି ଆସିଲେନି, ମୃତଦେହକୁ କାନ୍ଧ ଦେଲେନି

ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ ।