• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rbi

bank closed
Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌; ଜାଣନ୍ତୁ ପୂରା ତାଲିକା...

Bank Holidays: ବଡ଼ ଖବର । ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । କାମ ଥିଲେ କରି ନିଅନ୍ତୁ ତୁରନ୍ତ । କାରଣ ହୋଇପାରନ୍ତି ହଇରାଣ । 

Paytm
Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଯଦି ଆପଣଙ୍କ ଟଙ୍କା ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।

paytm
ଅନ୍ଧାରରେ Paytmର ଭବିଷ୍ୟତ ! ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...

ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ଚିନ୍ତାରେ ପକାଇଛି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌ । ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...

Repo Rate Is Unchanged
ବଢିବନି ଇଏମଆଇ, ଷଷ୍ଠଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ଅପରିବର୍ତ୍ତିତ ରଖିଛି । ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି ରିଭର୍ସ ରେପୋ ରେଟ୍ । ସେହିପରି ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି ।

paytm
ପେଟିଏମ୍ ନେଇ ବଡ଼ ଅପଡେଟ୍, କ’ଣ କହିଲା କମ୍ପାନୀ ଜାଣନ୍ତୁ...

ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।

Paytm Payments Bank
କାହିଁକି Paytm ଉପରେ କାର୍ଯ୍ୟାନୁଷ୍ଠାନ ନେଲା RBI, ସାମ୍ନାକୁ ଆସିଲା କାରଣ....

ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ ବ୍ୟାନ୍‌ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ୍‌ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ ।

Paytm
PAYTM ଉପରେ RBIର ବଡ଼ କଟକଣା; ଫେବ୍ରୁଆରୀ ୨୯ ପରଠୁ ଟଙ୍କା ନେଣଦେଣ ବନ୍ଦ !

ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ।

Budget
ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।

Bank Account
ବ୍ୟାଙ୍କ ଖାତାରେକରୁଛନ୍ତି ତ ନିୟମିତ କାରବାର ? ଜାଣିନିଅନ୍ତୁ...

୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍‌କ୍ଲେମ୍‌ଡ ବା ଅଣଦାବିଦାର ହୋଇଯିବ ।

Bank Account
ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ ? ନହେଲେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ !

୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍‌କ୍ଲେମ୍‌ଡ ବା ଅଣଦାବିଦାର ହୋଇଯିବ ।

Know 4 rbi decisions in 2023 that changed your life
Year Ender 2023: ୨୦୨୩ରେ RBI ର ଏହି ୪ ନିଷ୍ପତ୍ତି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଦିଗ ବଦଳାଇ ଦେଇଛି

୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।

REPO RATE
ସ୍ଥିର ରହିଲା ରେପୋ ରେଟ୍, ନିରାଶ ହେଲେ ଋଣ ଗ୍ରହୀତା

ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।

UPI Payment
ଲକ୍ଷେ ନୁହେଁ ଏଣିକି ୫ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ..ଜାଣନ୍ତୁ..

ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।

Coin Exchange
କଏନ୍ ନେବାକୁ କେହି କହି ପାରିବେନି ନା; ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ

ରାଜ୍ୟର ଅନେକ ସ୍ଥାନରେ ଏବେ ଆଉ କଏନ୍ ଚଳୁନି। ଟଙ୍କିକିଆ, ଦୁଇ ଟଙ୍କିଆ କଥା ଛାଡ଼ନ୍ତୁ, ବ୍ରହ୍ମପୁର ସହର ଭଳି ବ୍ୟାବସାୟିକ ପେଣ୍ଠରେ ୧୦ ଟଙ୍କିଆ କଏନ୍ ବି ଏକ ପ୍ରକାର ଅଚଳ ହୋଇପଡ଼ିଛି। ଯାହାକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

BHUBANESWAR RBI
ଭୁବନେଶ୍ୱର RBI ସମ୍ମୁଖରେ ସରୁନି ଲାଇନ ! ୨ ହଜାର ଟଙ୍କିଆ ବଦଳାଇଲେ ମିଳୁଛି ୫୦୦ ଟଙ୍କା

ବର୍ତ୍ତମାନ ଦାଲାଲମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆଣି ଲାଇନରେ ଛିଡ଼ା କରୁଥିବା ସୂଚନା ମିଳିଛି।

Manoranjan Mishra
ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ; RBIର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଂଜନ ମିଶ୍ର

ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ।

EOW
RBIରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରସଙ୍ଗ, EOW ନିଜ ତରଫରୁ ଚଳାଇଛି ତନାଘନା

ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା ।

2 thousand rupees
ଗରିବଙ୍କୁ ମୋହରା, ଧଳା ପାଲଟୁଛି କଳା ନୋଟ୍

୨ ହଜାର ଟଙ୍କିଆ ନୋଟ୍ ବଦଳ ପଛରେ କିଏ? ଏ କଳାଧନ କାହାର ? ଏହା ପଛରେ କେଉଁ ରାକେଟ୍ କାମ କରୁଛି ?

Note Exchange Scam
ରାଜଧାନୀରେ ଖୋଲାଖାଲି ଚାଲିଛି ଟଙ୍କା ବଦଳ ସ୍କାମ୍ ! ଏହା ପଛରେ କିଏ ?

୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ?

Note Exchange
ଟଙ୍କା କାହାର, ଲାଇନ୍ ଦେଇଛି କିଏ ?

୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ RBI ଆଗରେ ଲମ୍ବା ଲାଇନ୍ । ହେଲେ ଟଙ୍କା କାହାର ? ଲାଇନ୍ ଦେଇଛି କିଏ ? କଳା ଧନକୁ ଧଳା କରିବାକୁ ଓ ସରକାରଙ୍କୁ ଚୂନ ଲଗାଇବାକୁ ଗରିବଙ୍କୁ ମୋହରା କରିନାହାନ୍ତି ତ ଅସାଧୁ ଗୋଷ୍ଠୀ ?

Note Exchange
୨ ହଜାର ଟଙ୍କିଆ ବଦଳାଇବାକୁ ୩ଶହ ଟଙ୍କା ମଜୁରୀ ! ନୋଟ୍ ଜଣଙ୍କର, ବଦଳାଉଛନ୍ତି ଆଉ ଜଣେ

ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ।

Crowd of people to exchange notes
୧୦ଟି ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ୩୦୦ ମଜୁରି

ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ ।

reserve bank of india bhubaneswar
ନୋଟ୍ ବଦଳାଇ ନପାରି ଫଟା ନୋଟ୍ ଉଡ଼ାଇଲେ ଅତିଷ୍ଠ ଗ୍ରାହକ

RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି ।

reserve bank of india bhubaneswar
ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍; ସମସ୍ତେ ଆଶ୍ଚର୍ଯ୍ୟ, କିଏ ଉଡ଼ାଇଲା ଟଙ୍କା ?

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍ ।

Customers throw torn currency notes in front of the RBI
ଭୁବନେଶ୍ୱରରେ ଉଡ଼ିଲା ଟଙ୍କା

ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଟଙ୍କା। ରିଜର୍ଭ ବ୍ୟାଙ୍କ ସାମ୍ନାରେ ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ। ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ...