• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ravi Shastri

Ravi Shastri On Shaheen Afridi
‘ଶାହିନ୍‌ ଶାହା ଆଫ୍ରିଦ୍‌ଙ୍କୁ ଏତେ ଡରିବା ଆବଶ୍ୟକ ନାହିଁ’: ରବି ଶାସ୍ତ୍ରୀ

ଏହି ସମୟରେ ପାକିସ୍ତାନର ବୋଲିଂ ଲାଇନ୍‌ ଅଫ୍‌କୁ ନେଇ ବଡ଼ ବୟାନ ଦେଇଛନ୍ତି ରବି ଶାସ୍ତ୍ରୀ। ସେ କହିଛନ୍ତି ‘ସମସ୍ତେ କହୁଛନ୍ତି ପାକିସ୍ତାନ ପାଖରେ ଭଲ ବୋଲିଂ ଲାଇନ୍‌ ଅଫ୍‌ ଅଛି। ଏହା କିନ୍ତୁ ମିଛ। ବର୍ତ୍ତମାନ ସମୟରେ ପାକିସ୍ତାନ ବୋଲିଂ ଦୁର୍ବଳ।

Ravi Shastri
କୋଚ୍ ରବି ଶାସ୍ତ୍ରୀଙ୍କ ବିଦାୟ ବାର୍ତ୍ତାରେ ଭାବବିହ୍ୱଳ ହୋଇପଡିଲା ଟିମ୍ ଇଣ୍ତିଆ

ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି ।

Ravi Shastri
ରବି ଶାସ୍ତ୍ରୀଙ୍କୁ କରୋନା, ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।