• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raveena Tandon

Raveena tandon praise to ex boyfriend akshay kumar
ବ୍ରେକ୍‌ଅପ୍‌ର ଦୀର୍ଘ ବର୍ଷ ପରେ ରବୀନା-ଅକ୍ଷୟ ମିଳନ; ମୁହଁରେ ୨୪ କ୍ୟାରେଟ୍‌ର ହସ

ବ୍ରେକ୍‌ଅପ୍‌ର ଦୀର୍ଘ ବର୍ଷ ପରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ପରସ୍ପର ପ୍ରତି ଅତି ନିକଟତର ହେବା ଦେଖାଦେଇଛି। ଉଭୟଙ୍କ ମୁହଁରେ ଫୁଟି ଉଠିଥିବା ହସରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁହେଁ ପୂର୍ବର ସବୁ ରାଗରୁଷା ଭୁଲିଯାଇଛନ୍ତି ଆଉ ପରସ୍ପର ଉପରେ ବହୁତ ଖୁସି ଅଛନ୍ତି।

Raveena tendon recalls actor who asked actress to leave acting career to get married
କିଏ ସେହି ଅଭିନେତା ଯିଏ ବିବାହ ପାଇଁ ଅଭିନୟ ଛାଡିବାକୁ ରବୀନାଙ୍କୁ କହିଥିଲେ

ରବୀନା ଟଣ୍ଡନଙ୍କୁ ଜଣେ ନାମିଦାମି ଅଭିନେତା ଦେଇଥିଲେ ବିବାହ ପ୍ରସ୍ତାବ। ରଖିଥିଲେ ସର୍ତ୍ତ। ବିବାହ ପାଇଁ ଅଭିନୟ ଛାଡିବାକୁ କହିଥିଲେ। କିଏ ସେହି ଅଭିନେତା…

Raveena Tondon was not comfortable doing rape and kissing scene
ରବୀନାଙ୍କ ଖୁଲାସା: ରେପ୍ ଓ କିସ୍ ସିନ୍ କରିବାକୁ…

ରବୀନା ଟଣ୍ଡନ୍ ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି। ରବୀନା ସେହି ସବୁ କଥା ଶେୟାର କରିଛନ୍ତି, ଯାହା କାମ କରିବା ସମୟରେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ସେ କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ସେସବୁ ସହ କିପରି ମୁକାବିଲା କରୁଥିଲେ ସେନେଇ ରବୀନା ଖୋଲାଖୋଲି ଭାବେ କହିଛନ୍ତି।

Raveena Tandon birthday lesser known facts about actress
୪୮ ବର୍ଷରେ ପାଦ ଦେଲେଣି ରବୀନା; ଆଜି ବି ଯୁବପିଢି ପାଗଳ

ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି ଅଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ରୋଚକ କଥା ଜାଣିନେବା।

Shah Rukh Khan purchased govinda raveena tendon film dulhe raja’s rights
ଗୋବିନ୍ଦାଙ୍କ 'ଦୁଲ୍‌ହେ ରାଜା'କୁ କିଣିନେଲେ ଶାହରୁଖ ଖାନ୍‌

'ଦୁଲ୍‌ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।

rabina and salman
ରବୀନା-ସଲମାନଙ୍କ ଝଗଡା ପରେ ୬ ବର୍ଷରେ ଏହି ଫିଲ୍ମରେ ଏକାଠି ହେଲେ

ରବୀନା ଟଣ୍ଡନ୍‌ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।

Raveena tandon
କୁଲ୍ ଲୁକରେ ନଜର ଆସିଲେ ରବିନା, ଫଟୋ ହେଲା ଭାଇରାଲ

ରବିନା ଫିଲ୍ମରେ ନଜର ଆସୁ ନାହାନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ଏପର୍ଯ୍ୟନ୍ତ କମି ନାହିଁ । ନିକଟରେ ରବିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତାଙ୍କ ଫଟୋକୁ ଦେଖି ପ୍ରଶଂସକ ତାଙ୍କୁ ଟାଇମଲେସ୍ ବିଉଟି କହି ସମ୍ବୋଧନ କରିଛନ୍ତି ।

raveena
ଗଳିରେ ପଶିବା କ୍ଷଣି ଏମାନଙ୍କ ଉପରେ ଲୋକେ ଫୁଲବର୍ଷା କଲେ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ ରବିନା ଟଣ୍ଡନ ତାଙ୍କର ସ୍ୱତନ୍ତ୍ର ବିଚାର, ଚିନ୍ତାଧାରାକୁ ନେଇ ପପୁଲାର । ସମସାମୟିକ ସମସ୍ୟା ଉପରେ ସେ ଖୁବ୍‌ ଭାବିଚିନ୍ତି ସୋଶାଲ ମିଡିଆରେ ନିଜର ମତାମତ ଦିଅନ୍ତି ଯାହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା କରନ୍ତି । ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ବେଶ ଚଚ୍ଚା ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି, ଲୋକେ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଏହି ଲୋକମାନେ […]