ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ଅଭିଯୁକ୍ତ ଦେବରାଜ ବାରିକ ଏବେ ଜେଲ୍ରେ ଅଛି।
ଯୁବତୀ ଜଣକ ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
]]>ଆଜି ଘଟଣାର ୬ଦିନ ପରେ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେପଟେ ଦୁଷ୍କର୍ମ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ପୋଲିସ ତାଙ୍କ ଗାଁରୁ ଗିରଫ କରିଛି।
]]>