• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rani Rampal

Rani Rampal
ଟ୍ରଲି ଟଣାଳିଙ୍କ ଝିଅରୁ ଟୋକିଓ ରାଣୀ

ଅତୀତର ନିରାଶାକୁ ଭୁଲି ଏକ ସୁବର୍ଣ୍ଣ ଭବିଷ୍ୟତ ଆଶାରେ ମୂଳଦୁଆ ପକାଇଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଭଳି କିମ୍ବଦନ୍ତୀ ଟିମ୍‌ଠାରୁ ଜିତି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ସମଗ୍ର ଭାରତ ଉତ୍ସବମୁଖର ହୋଇଛି। ତେବେ ଏହାର ସବୁ ଶ୍ରେୟ ଦଳର ଅଧିନାୟକ ରାଣୀ ରାମ୍‌ପାଲ୍‌ଙ୍କ ଉପରକୁ ଯାଉଛି।