• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rani Mukherjee

Rani Mukerji Is Being Roasted On X
ସୋସିଆଲ୍ ମିଡିଆରେ ରାନୀ ମୁଖାର୍ଜୀଙ୍କୁ ଝାଡିଲେ ଲୋକେ; ଜାଣନ୍ତୁ କାହିଁକି

ରାଣୀଙ୍କ ଭାରତ 'ଦୁନିଆର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରେ' ପ୍ରତିକ୍ରିୟାରେ X ରେ ହେଲେ ଟ୍ରୋଲ୍। ଲୋକେ ଯାହା ପାଇଲେ ତାହା କହିଲେ। ଜାଣନ୍ତୁ କ’ଣ କହିଲେ ୟୁଜର୍।

Rani mukerji had suffered miscarriage in 2020 lost
ଗର୍ଭପାତର ଦୁଃଖ ପ୍ରକାଶ କଲେ ରାନୀ ମୁଖାର୍ଜୀ; କହିଲେ ଭାରି କଷ୍ଟଦାୟକ ଥିଲା ସେହି ସମୟ

ବଲିଉଡ୍‌ କ୍ୱିନ୍ ରାନୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ କ୍ୱଚିତ୍ କଥାବାର୍ତ୍ତା କରନ୍ତି। କିନ୍ତୁ, ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ଦୁଃଖଦ ଘଟଣା ପ୍ରକାଶ କରିଛନ୍ତି ଏବଂ ତାଙ୍କ ଗର୍ଭପାତର ଯନ୍ତ୍ରଣାକୁ ବର୍ଣ୍ଣନା କରିଛନ୍ତି।

Rani Mukerji wants to do onscreen romance with shah rukh khan
୮୦ ବର୍ଷ ପର୍ଯ୍ୟନ୍ତ ଶାହରୁଖଙ୍କ ସହ ରୋମାନ୍ସ କରିବାକୁ ଇଛା: ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ କହିଛନ୍ତି ଯେ ସେ ଚାହୁଁଛନ୍ତି ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

Kiss becomes the reason for rani mukerji abhishek bachchans breakup
ଅଭିଷେକଙ୍କୁ ବାହା ହୋଇଥାନ୍ତେ ରାନୀ ମୁଖାର୍ଜୀ; ଗୋଟିଏ ଚୁମ୍ବନ ସବୁ ସାରିଦେଲା

ଅଭିଷେକଙ୍କ ସହ କରିସ୍ମା କପୁରଙ୍କ ସମ୍ପର୍କ ଭାଙ୍ଗିବା ପରେ ପ୍ରାୟ ନିଷ୍ପତ୍ତି ନିଆଯାଇଥିଲା ଯେ ରାନୀ ମୁଖାର୍ଜୀ ହିଁ ବଚ୍ଚନ ପରିବାରର ବୋହୂ ହେବେ। କିନ୍ତୁ ହଠାତ୍ ଏହି ଖବରରେ ମଧ୍ୟ ବ୍ରେକ୍ ଲାଗିଲା ଏବଂ ରାନୀ ମୁଖାର୍ଜୀଙ୍କ ବଦଳରେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କୁ ବିବାହ କଲେ। ଏମିତି କାହିଁକି ହେଲା…

Mrs. Chatterjee Vs Norway
ଆସୁଛି ‘Mrs. ଚାଟାର୍ଜୀ vs ନରୱେ'; ଦମଦାର ଭୂମିକାରେ ନଜର ଆସିବେ ରାନୀ

ଫିଲ୍ମଟି ଏକ ବଙ୍ଗାଳୀ ପରିବାରର କାହାଣୀ ଉପରେ ଆଧାରିତ । ଦେବୀକା ଚାଟାର୍ଜୀ ଭୂମିକାରେ ରାନୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାନୀ ଓରଫ ଦେବୀକାଙ୍କ ୨ଟି ସନ୍ତାନ ରହିଛି । ଯାହାକୁ ଦେବୀକା ଖୁବ୍‌ ଭଲ ପାଇବା ସହ ସ୍ନେହ ଦେଉଥିବା ଦେଖିବାକୁ ମିଳିବ ।

Bunty Aur Babli-2 official trailer release
‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।