ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ Mar 26, 2018 ବୌଦ୍ଧ : ଗଂଜେଇ ମାଫିଆମାନଙ୍କ ପାଇଁ ବୌଦ୍ଧ ଜିଲ୍ଲା ପାଲଟିଛି ଭୂସ୍ୱର୍ଗ। ଏଠାରେ ଖୋଲାଖୋଲି ଗଂଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଂଜେଇ କାରବାର ଉପରେ…