Tag: Ranbir Kapoor

Saurav Ganguly
ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍ : ରଣବୀର ହେବେ ଗାଙ୍ଗୁଲି!

କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।

karan
କରନ୍‌ ଜୋହରଙ୍କ ବିରୋଧରେ ବିଷୋଦ୍‌ଗାର କଲେ ରଣବୀର କପୁର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍ ବିଷୟରେ ଅନେକ କଥା କୁହାଯାଉଛି। ପ୍ରତିଦିନ କଳାକାରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କରନ୍‌ ଜୋହରଙ୍କୁ ସର୍ବାଧିକ ଟାର୍ଗେଟ କରାଯାଉଛି। କରନ ଲୋକପ୍ରିୟ ସୋ’ ‘କଫି ୱିଥ୍ କରନ୍‘(Coffee With Karan)ର ଅନେକ ଭିଡିଓ କ୍ଲିପ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରଣବୀର କପୁରଙ୍କ ଏକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ  ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ […]

sanju
ରିଲିଜ୍‌ ହେଲା ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓ ରିଲିଜ୍‌ ହେବା କ୍ଷଣି ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୁନ୍ଦର ମେକ୍‌ଅପରେ ରଣବୀର ଅବିକଳ ସଞ୍ଜୁ ବାବାଙ୍କ ପରି ଦେଖାଯାଉଛନ୍ତି। ଏହି ୮୫ ସେକେଣ୍ଟର ଭିଡିଓରେ ରଣବୀର ସଞ୍ଜୟଙ୍କ ଜୀବନର ସବୁ ଚର୍ଚ୍ଚିତ ଓ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ମାତ୍ର ୨୨ […]

ranbir kapoor
ରଣବୀର କପୁର ଅସୁସ୍ଥ!

ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ସମୟ ଠିକ୍‌ ଚାଲିନାହିଁ। ଯଦି ଆମେ ରଣବୀରଙ୍କ ପିଲ୍ମ ଉପରେ ନଜର ପକାଇବା ତେବେ ଦୀର୍ଘ ଦିନ ଧରି ରଣବୀରଙ୍କ କୌଣସି ହିଟ୍‌ ଫିଲ୍ମ ଆସିନାହିଁ। ଗୋଟିଏପଟେ ନିଜର ଫିଲ୍ମକୁ ନେଇ ରଣବୀର ଚିନ୍ତାରେ ଥିବାବେଳେ ଏପଟେ ତାଙ୍କ ଦେହ ଅସୁସ୍ଥ। ତାଙ୍କୁ ଏମିତି ଏକ ରୋଗ ହୋଇଛି ଯେ, ପୂରା ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ରଣବୀରଙ୍କ ଦେହ ଖରାପ କଥା ଶୁଣିବା […]