• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ram Navami

Jai Shri Ram
ଏ କି ଚିନ୍ତାଧାରା ! ଜୟ ଶ୍ରୀ ରାମ ନାରା ଦେଲେ ବୋଲି ବାଇକ୍‌ ଅଟକାଇ ପିଟିଲେ...

ତିନି ଜଣ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେ । ଆଉ ମାଡ଼ ମାରିବାର ମୁଖ୍ୟ କାରଣ ଥିଲା, ସେମାନେ ଜୟ ଶ୍ରୀରାମ ନାରା ଦେଉଥିଲେ ।

Surya Tilak
ବାଳକ ରାମଙ୍କ ମଥାରେ ଶୋଭା ପାଇଲା ସୂର୍ଯ୍ୟ ତିଳକ

ବାଳକ ରାମଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ ।

Ram Navami
ରାମଙ୍କୁ ଦର୍ଶନ କଲେ ବୈଜୟନ୍ତ, ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି ।

Ram Navami
ଆଜି ସେହି ଦିବ୍ୟ ମୁହୂର୍ତ୍ତ; ଅପେକ୍ଷା କରିଛି ଭକ୍ତ

ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଳକ । ଆଜିର ସେହି ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ ଭକ୍ତ କରିଛି ଅପେକ୍ଷା । ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

Ram Navami
ପ୍ରଭୁଙ୍କ ମସ୍ତକରେ ଶୋଭା ପାଇବେ ସୂର୍ଯ୍ୟଦେବ, ତେଜୋମୟ ଦିବ୍ୟ ଦିପ୍ତୀରେ ଉଦଭାସିତ ହେବ କପାଳ

ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର ।

Why did Lord 'Ram' become Ramachandra even though born in the suryavansh
Ram Navami 2024: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରାମ’ ଉଚ୍ଚାରଣ ଏକ ପ୍ରାଣାୟାମ। ତେବେ ଆସନ୍ତୁ ଏହାର ଗୂଢ ତତ୍ତ୍ୱ କ’ଣ ଜାଣିନେବା।

Ayodhya Ram Mandir
VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି ! ଏହି ତାରିଖ ପରେ କରିବେ ରାମଲାଲାଙ୍କ ଦର୍ଶନ..ନଚେତ୍‌..

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯାଇଛି।

Anupam kher wish ram navami on dussehra netizens called fake hindu
ଭୁଲ କରିଦେଲେ ଅଭିନେତା ଅନୁପମ ଖେର୍; ଲୋକ କହିଲେ ନକଲି ହିନ୍ଦୁ

ବିଜୟାଦଶମୀର ଶୁଭ ଅବସରରେ ବଲିଉଡ ଅଭିନେତା ଅନୁପମ ଖେର୍‌ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ଲୋକେ ତାଙ୍କୁ କହୁଛନ୍ତି ନକଲି ହିନ୍ଦୁ। ହେଲେ କାହିଁକି…

ପବିତ୍ର ରାମ ନବମୀ
ପବିତ୍ର ରାମ ନବମୀରେ ସବୁଠି ଶ୍ରଦ୍ଧେୟ ଶ୍ରୀରାମଙ୍କ ସ୍ମରଣ

ଧର୍ମର ପ୍ରତୀକ.. ଏକତାର ଆଦର୍ଶ.. ମର୍ଯ୍ୟାଦା ପୁରୁଷୋତ୍ତମ.. ପ୍ରଭୁ ଶ୍ରୀରାମ। ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ। ରାମ ନାମ ଧ୍ବନିରେ କମ୍ପୁଛି ମନ୍ଦିର।

Ram Navami Celebrations
ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।

Devotees Fall Into Stepwell At Indore Temple On The Occasion Of Ram Navami
ରାମ ନବମୀରେ ମନ୍ଦିରରେ ବଡ଼ ଅଘଟଣ: ଧାର୍ମିକ କାର୍ଯ୍ୟକ୍ରମ ବେଳେ ଭୁଶୁଡ଼ିଲା କୂଅର ଛାତ

ମନ୍ଦିରରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ରୁ ଅଧିକ ଶ୍ରଦ୍ଧାଳୁ ଏହା ମଧ୍ୟକୁ ଖସି ପଡ଼ିଥିଲେ। ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ବଡ଼ ଅଘଟଣ ଘଟିଛି।

Odisha dipped in worship on ram navami
ଆଜି ପବିତ୍ର ଶ୍ରୀରାମ ନବମୀ, ଭଦ୍ରକରେ ନଗର ସଂକୀର୍ତ୍ତନ ବେଳେ ଉଡ଼ିବ ଡ୍ରୋନ୍‌ କ୍ୟାମେରା

ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।

Deep mystery hidden in the name of lord rama
ଅଭିବାଦନ ବେଳେ ରାମ-ରାମ ୨ଥର କାହିଁକି କୁହାଯାଏ...

ଆଜି ବି ଅନେକ ଭାରତୀୟ ଅଭିବାଦନ ବେଳେ ରାମ-ରାମ କୁହନ୍ତି। ଏହାକୁ ୨ଥର କହିବାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ସେହି ରହସ୍ୟ କ’ଣ ଆସନ୍ତୁ ଜାଣିବା।

Know what is the importance of ram navami
Ram Navami: କାହିଁକି ପାଳନ ହୁଏ ରାମନବମୀ, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।

Ram Navami Violence
JNUରେ ଥମିନି ଉତ୍ତେଜନା ! ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼, ଗଲା ନୀରିହ ଜୀବନ

ସୋମବାର ସକାଳୁ ଉଗ୍ରତା ଥମିଥିଲେ ବି ଉତ୍ତେଜନା ଜାରି ରହିଛି । ଉଭୟ ପକ୍ଷରୁ ବସନ୍ତକୁଞ୍ଜ ଥାନାରେ ଏତଲା ହୋଇଛି । ତେଣେ ଛାତ୍ରଛାତ୍ରୀଙ୍କୁ ଏଭଳି ହିଂସାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଜେଏନ୍‌ୟୁ କର୍ତ୍ତୃପକ୍ଷ ।

Barbil Clash
ରାମ ନବମୀକୁ ନେଇ ସଂଘର୍ଷ ! ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ଼, ସହରରେ ୧୪୪ ଧାରା ଲାଗୁ

ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।

Sand Art
ବାଲୁକା କଳା ମାଧ୍ୟମରେ ରାମ ନବମୀ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Ram Navami 2022
ଦେଶରେ ଧୁମଧାମ୍‌ରେ ପାଳନ ହେଉଛି ରାମନବମୀ

ଆଜି ପବିତ୍ର ରାମନବମୀ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍‌ରେ ପାଳନ କରାଯାଉଛି ।

ram navami
ଆଜି ପବିତ୍ର ରାମ ନବମୀ: ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ  ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ  ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପଟେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ […]