‘ଦିନ ସାରା କାମ କରିବା ପରେ ମୁଁ ଘରକୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’
ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ଭାରତବର୍ଷର ଏକମାତ୍ର ପାର୍ଟି, ଯିଏକି ଯାହା କହେ ସେୟା କରେ । ଓଡ଼ିଶାରେ ଆମ ସରକାର ନଥିଲେ ବି କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।
କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ।
ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି।
ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।
ରାଜନାଥ କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।
ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇଛନ୍ତି ।
ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି ।
ସବୁ ଉପକରଣ ଭାରତୀୟ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି ।
ନିକଟରେ ଆରବ ସାଗରରେ ତେଲ ଧରି ଆସୁଥିବା ଜାହାଜ ଏମଭି ଚେମ୍ ପ୍ଲୁଟୋ ଉପରେ ଆକ୍ରମଣ ଘଟଣାକୁ ଭାରତ ଗୁରୁତର ସହ ନେଇଛି ।
ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।
ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।
ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆତଙ୍କୀ ହମଲାର ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କାଶ୍ମୀର ରାଜୌରୀରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ବଢ଼ାଇଲେ ଯବାନଙ୍କ ମନୋବଳ, ୫ ସହିଦଙ୍କୁ ଦେଲେ ଶ୍ରଦ୍ଧାଂଜଳି, ତେଣେ ଘାଟିରେ ଜୋରଦାର ହେଲା ସେନାର ଅପରେସନ୍ ତ୍ରିନେତ୍ର, ଜଣେ ଆତଙ୍କୀ ସଫା
SCO ୨୦୨୩ ଉପରେ ଭାରତ ଅଧ୍ୟକ୍ଷତା କରୁଛି । ଏହି ବୈଠକରେ ଚୀନ୍, କାଜାଖସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।
ଚୀନର ଷ୍ଟେଟ କାଉନସିଲ ଓ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ ଫୁ ଙ୍କୁ ଏହା କହିଛନ୍ତି ରାଜନାଥ ସିଂହ । SCO ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା।
ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ପିଓକେ ପାଇଁ ପାକିସ୍ତାନ ଚୀନର ଶରଣ ପଶିଥିବା ଚର୍ଚ୍ଚା ହେଉଛି ।
ପାକ୍ ଅଧିକୃତ କାଶ୍ମୀରରେ ଲୋକଙ୍କ ପ୍ରତି ବଢୁଥିବା ଆକ୍ରୋଶକୁ ବି କଡ଼ା ଭାଷାରେ ନିନ୍ଦା କରି ପଡ଼ୋଶୀ ଦେଶକୁ ଚତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ରାଜନାଥ ସିଂଙ୍କୁ ମଙ୍ଗୋଲିଆରୁ ମିଳିଲା ଘୋଡ଼ା ଉପହାର : ଶ୍ରଦ୍ଧାରେ ‘ତେଜସ୍’ ନାଁ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।