• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajiv Gandhi Khel Ratna

IT award in the name of rajiv gandhi
କେନ୍ଦ୍ରକୁ ଉଦ୍ଧବ ସରକାରଙ୍କ ଜବାବ-ରାଜୀବ ଗାନ୍ଧିଙ୍କ ନାମରେ ଦେବ ଆଇଟି ପୁରସ୍କାର

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ ଜବାବ ଦେବା ପାଇଁ ଉଦ୍ଧବ ସରକାର ଏପରି ଏକ ପୁରସ୍କାର ଘୋଷଣା କରିଛନ୍ତି।

cricketers
କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି।  ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍‌ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]