• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajinikanth

Rajnikanth will go to Himalaya after jailer release
'ଜେଲର୍‌' ରିଲିଜ୍ ପରେ ଫିଲ୍ମରୁ ବ୍ରେକ୍ ନେବେ ରଜନିକାନ୍ତ; ହିମାଳୟ ଯିବେ !

'ଜେଲର' ରିଲିଜ୍‌କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍‌ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…

Rajinikanth tagged thalaiva after doing amitabh bachchan bollywood film in tamil remake
ଅମିତାଭ ବଚ୍ଚନଙ୍କ ଫିଲ୍ମର ତାମିଲ୍ ରିମେକ୍ କରି ସୁପର୍‌ଷ୍ଟାର୍‌ ହୋଇଗଲେ ରଜନୀକାନ୍ତ

ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍‌ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।

Rajinikanth doppelganger
ସାମ୍ନାକୁ ଆସିଲେ ଆଉ ଜଣେ ରଜନୀକାନ୍ତ, ଅଭିନୟ ଆଶ୍ଚର୍ଯ୍ୟଜନକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।

Rajinikanth
67th National Film Awards: ମେଗାଷ୍ଟାର୍‌ ରଜନୀକାନ୍ତ, ଧନୁଷ, କଙ୍ଗନା ଓ ମନୋଜ ବାଜପେୟୀ ସମ୍ମାନିତ

ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।  

superstar
ସୁପରଷ୍ଟାରଙ୍କ ବିକ୍ଷୋଭ

ଚେନ୍ନାଇ: ଗୋଟିଏ ମଞ୍ଚରେ ଏକଜୁଟ୍ ହୋଇଛନ୍ତି ତାମିଲ୍ ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାର। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ, କମଲ ହସନ୍, ବିକ୍ରମ, ଧନୁଷ, ସଙ୍ଗୀତ ନିର୍ଦ୍ଦେଶକ ଇଲିଅରାଜା ସମେତ ଅନେକ ତାମିଲ କଳାକାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଦାବିରେ ଚେନ୍ନାଇରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଇଛନ୍ତି। ଯଥା ଶୀଘ୍ର କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଲାଗି ଦାବି କରିଛନ୍ତି ଏହି ସୁପରଷ୍ଟାର।  କିଛି ଦିନ ତଳେ ଡିଏମ୍‌କେ ବନ୍ଦ ଡାକରା ଦେଇଥିବା […]