• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rairangpur

President Droupadi Murmu
ଓଡ଼ିଶା ମାଟିରେ ରାଷ୍ଟ୍ରପତି; ମା’ କିଚକେଶ୍ୱରୀଙ୍କୁ ଦର୍ଶନ ପରେ କଲେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।

Loot
ଛେଳି ମୁଣ୍ଡରେ ଅଠା ବୋଳି ଖସିଯିବ କି ଉଦ୍ୟାନ ବିଭାଗ?

ପାଣିରେ ପଡିଲା ସାଢେ ୪ ଲକ୍ଷ ଟଙ୍କା । ଆମ୍ବ ବଗିଚା ପାଇଁ ଚାରା ଲଗାଇଲେ ହେଲେ ଏବେ ଚିହ୍ନବର୍ଣ୍ଣ କିଛି ଦେଖାଯାଉନି । ସେପଟେ ଗଛ ଲଗାଇ ବାଡ ଦେଇନଥିଲେ ବୋଲି ଅଭିଯୋଗ ହେଉଛି ।

wife’s treatment
ରୋଗିଣୀ ମାଆର ସେବା କରିବାକୁ ପାଠ ଛାଡିଲା ଝିଅ

ଖଟିଆରେ ଟେକି ନେଲେ ଯାଉଛନ୍ତି, ଉଠାଇ ବସାଇଲେ ବସୁଛନ୍ତି ଆଉ ଖୁଆଇଲେ ଖାଉଛନ୍ତି । ଏ ହେଉଛନ୍ତି ମୟୁରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାଗଡେଗା ଗାଁର ଭାରତୀ ମହାନ୍ତ। ଦୀର୍ଘ ବର୍ଷେ ହେଲା ପାରାଲେସିସରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ହୋଇଛନ୍ତି ଭାରତୀ।

Education
ପାଖେଇ ଆସିଲାଣି ପରୀକ୍ଷା କେବେ ମିଳିବ ପିଲାଙ୍କୁ ଇଂରାଜୀ ବହି ?

ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।

Wonder boy in Rairangpur
ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ

ଯେଉଁ ବୟସରେ ପିଲା କଥା ପଦେ କହିବା ସହଜ ନୁହେଁ ସେହି ବୟସରେ ନିଜର ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ |

Temple
ପୁଅକୁ କେମିତି ଭୁଲିବ ମାଆ ?

ବିଧିର ବିଧାନ ଆଗରେ ନିରୁପାୟ ଗୋଟିଏ ମାଆ । ଅନ୍ତ ଫାଡ଼ି ଜନ୍ମକଲା ପୁଅକୁ ବା ସେ କେମିତି ଭୁଲି ପାରିବ । ସେଇଥିପାଇଁ ପୁଅର ସ୍ମୃତି ଉଦ୍ଦେଶ୍ୟରେ ତିଆରି କରିଛନ୍ତି ଏହି ମନ୍ଦିର । ଆଉ ଏମିତି ନିଜ ଗେଲ୍ଲା ପୁଅକୁ ମନେ ପକାଉଛନ୍ତି ।

Farmer
ଅସମ୍ଭକୁ ସମ୍ଭବ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ଚାଷୀ ଜରା ଲାକଡା

ବିନା ସରକାରୀ ସହାୟତାରେ ପନିପରିବା ସହିତ ଫଳ ଚାଷ କରି ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଫକରପଡା ଗ୍ରାମର ଜରା ଲାକଡା। ନିଜେ ଜଣେ ଅକ୍ଷମ ହୋଇଥିଲେ ମଧ୍ୟ ଏବେ ସେ ପାଲଟିଛନ୍ତି ସକ୍ଷମ।

Helpless
ଝିଅ ମାଆକୁ ଆଉ ମାଆ ଝିଅକୁ ଚାହିଁ ବଞ୍ଚିଛନ୍ତି

ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।

Financial Help
ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ

ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ ।..

Rairangpur Medical
ନାଁକୁ 5T, ନାହାନ୍ତି ଡାକ୍ତର... ନାହିଁ ବେଡ୍

ଡାକ୍ତରଖାନାରେ ସର୍ଜରୀ, ଅନେସ୍ଥେସିଆ, ଅର୍ଥୋପେଡିକ, ପେଡିଆଟ୍ରିକ ଓ ଚର୍ମ ରୋଗ ବିଶେଷଜ୍ଞ, ନାହାଁନ୍ତି । ଯାହାଫଳରେ ଦେହ ଖରାପ ହେଲେ ଗରିବ ଶ୍ରଣୀର ଲୋକ କଟକକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର 5T ଯୋଜନାରେ ଏହି ମେଡିକାଲକୁ ଅନ୍ତର୍ଭୁକ୍ତ କରି କେବଳ ବହାବାହା ନେଉଛନ୍ତି ।

Sasmita - Alisha
କ’ଣ ଚାଲିଛି ? ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ପରେ ASI ଆଲିଶାଙ୍କ ରହସ୍ୟଜନକ ମୃତ୍ୟୁ !

ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ ।

AbbasYojanaFai
ଅସହାୟଙ୍କୁ ଆବାସ ନିଅଣ୍ଟ, ପାଲ ତଳେ ବିତୁଛି ଜୀବନ

କିଏ କୁଡ଼ିଆ କରିଛି ତ ଆଉ କିଏ ଜରିପାଲକୁ ଆଶ୍ରା କରି ସେଥିରେ ମୁଣ୍ଡ ଗୁଞ୍ଜୁଛି । ବ୍ୟବସ୍ଥା ସତେ ଯେମିତି ଏହି ଅସହାୟଙ୍କୁ ଉପହାସ କରୁଛି । କେବେ ଏମାନଙ୍କ ଦୁଃଖ ଲାଘବ ହେବ ତାକୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି....

No Basic amenities
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

Droupadi Murmu
ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ଜନ୍ମମାଟି ରାଇରଙ୍ଗପୁର

ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ ।

Draupadi Murmu
OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

Prisoner
ହତ୍ୟା ଅଭିଯୋଗରେ ସଜା କାଟୁଥିବା କଏଦୀର ଜେଲରେ ଘଟିଲା ମୃତ୍ୟୁ !

ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଂଚଳ ସାପଘରା ଗାଁ ର ଡମାନ ମୁର୍ମୁ ବୟସ ୪୩ବର୍ଷ । ହତ୍ୟା ଅଭିଯୋଗ ରେ ସଜା କାଟୁଥିବା ବନ୍ଦୀ ଡମାନ ମୁର୍ମୁ ଗତକାଲି ବିଳମ୍ବିତ ରାତିରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ଏହା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Illegal Checking Of Vehicles By Rairangpur Additional RTO Raises Eyebrows
ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ

ପରିବହନ କମିଶନରଙ୍କ ନିର୍ଦ୍ଦେଶକୁ ଫୁ । ରାଇରଙ୍ଗପୁର RTO କରୁଛନ୍ତି ବେଆଇନ ଗାଡି ଚେକିଙ୍ଗ । ତେବେ ଚେକିଙ୍ଗ ସମୟରେ ସାଧା କାଗଜରେ କଣ ଲେଖିକି ଦେଉଛନ୍ତି ଦେଖନ୍ତୁ…

covid-19
ମେଣ୍ଢା ଲଢେଇ ବନ୍ଦ କରିବାରୁ ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ ।