ଟ୍ରେନ୍ ଟଏଲେଟ୍ ପାଣିରେ ଚା ଓ କଫି ! ଭିଡ଼ିଓ ଭାଇରାଲ May 3, 2018 ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ…