• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Railway

Railway Bridge
ରେଳପଥ-ସ୍ଥଳପଥ ହେଲା, ଜଳପଥରେ କେବେ ...

ପୁରୀବାସୀଙ୍କୁ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାଟିଆପଡ଼ାଠାରେ ରେଳ ଓଭର ବ୍ରିଜ୍ ନର୍ମାଣ ଲାଗି ଜୋରସୋରରେ ଆଗେଇ ଚାଲିଛି କାମ । ଏପଟେ ପୁରୀରୁ କୋଣାର୍କକୁ ଟ୍ରେନ୍ ଗଡ଼ିବା ନେଇ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିସାରିଛନ୍ତି ।

4 Dead Bodies Found on Train Track
ରେଳ ଟ୍ରାକରେ ପଡ଼ିଛି ୪ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।

Railway Minister
ଧବଳେଶ୍ୱର ପୀଠରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ ।

Train Accident
ଟ୍ରେନ୍‌ ଦୁର୍ଘଟଣା; ଜାରି ହେଲା ହେଲ୍‌ପ ଲାଇନ୍‌ ନମ୍ବର

ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।

Train Accident
ଟ୍ରେନ୍‌ ଦୁର୍ଘଟଣା; ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା। ଦୁର୍ଘଟଣାରେ ୬ ଯାତ୍ରୀ ମୃତ। ଟ୍ରେନ୍ ଦୁର୍ଘଟଣା ପରେ ପୂର୍ବତଟ ରେଳପଥ ପକ୍ଷରୁ ଜାରି ହେଲା ହେଲପ୍ ଲାଇନ୍ ନମ୍ବର।

Indian Railway
ରେଲୱେକୁ ଉନ୍ନତିକରଣ ଚିନ୍ତା, ଏପଟେ ଯାତ୍ରୀ ହଟହଟା

ଫାଇଦା ଉଠାଇ ଚଢ଼ା ଦର ନେଉଛନ୍ତି କ୍ୟାବ୍ ମାଲିକ । ରେଲୱେ କହିଲା ‘ଯାତ୍ରୀଙ୍କୁ ଦିଆଯାଉଛି ଆଗୁଆ ସୂଚନା’ ।

Khurda Road-Bolangir
ସୋନପୁରକୁ ଛୁଇଁଲା ରେଳ ଲାଇନ୍‌

ସୋନପୁରକୁ ଛୁଇଁଲା ରେଳ ଲାଇନ୍‌ । ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ବିଛୁପାଲି ଯାଏଁ ଗଡୁଥିଲା, ହେଲେ ଏବେ ସୋନପୁରର ଝାରତରଭା ଯିବ ଟ୍ରେନ୍‌

Railway firm begs passengers to stop watching obscene video on train
ଟ୍ରେନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ମନା ! ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କେଉଁଠି ଏପରି ନିୟମ...

ଏକ ରେଲ୍‌ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍‌ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ। 

Ratha Jatra
ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।

Coal Rakes
ସାରା ଦେଶରେ ବିଜୁଳିର ଉତ୍କଟ ସଂକଟ

କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍‌ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ ।

train line
ଅଳ୍ପକେ ବର୍ତ୍ତିଲା ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌

ବାଲେଶ୍ୱର: ଟ୍ରେନ୍ ଲାଇନରେ ଫାଟ। ଅଳ୍ପକେ ବର୍ତ୍ତିଲା ଖଡଗପୁରରୁ ପୁରୀ ଯାଉଥିବା ଫାଷ୍ଟ ପାସେଞ୍ଜର୍। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ କେଶପୁର ଗାଁ ନିକଟ ରେଳ ଧାରଣାରେ ଏହି ଫାଟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍‌ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା।  ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍‌ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀମାନେ […]

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା। ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟ କାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି।