• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Srimandir

Anant Ambani
ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହେଲେ ଅନନ୍ତ

ସିଂହଦ୍ୱାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ଅନନ୍ତ।

Jagannath Puri
ମୁଣ୍ତ ଉପରେ ଚନ୍ଦନଯାତ୍ରା, ସରିନି ପୁଷ୍କରିଣୀ ପୁନଃଉଦ୍ଧାର କାମ

ମେ ୧୦ତାରିଖ, ପବିତ୍ର ଅକ୍ଷୟତୃତୀୟା ଦିନ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମ କୃଷ୍ଣ ବେନୀଭାଇ ଓ ପଞ୍ଚୁପାଣ୍ଡବ ।

Jagannath Temple
୭୦୦ ଦେଲେ ମିଳୁଛି ଜଗା ଦର୍ଶନ; ପଶ୍ଚିମ ଦ୍ୱାର ପୁରୀବାସୀଙ୍କ ପାଇଁ ନା ପର୍ଯ୍ୟଟକଙ୍କ ପାଇଁ ?

ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି।

Puri SriMandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସେଲଟର ପାଭିଲିଆନରେ ରହୁଛି ହାଣ୍ଡିକୁଡୁଆ; ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦକ୍ଷିଣ ଦ୍ବାର ସମ୍ମୁଖରେ ନିର୍ମାଣ ହୋଇଛି ସେଲଟର ପାଭିଲିୟାନ ବା ଆଶ୍ରୟସ୍ଥଳୀ। ଯେଉଁଥିରେ ଏବେ ତାଲା ପଡ଼ିଛି। ଆଉ ସେଠାରେ ରଖାଯାଇଛି ହାଣ୍ଡି କୁଡୁଆ।

AC Tunnel
ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ! ଶ୍ରୀମନ୍ଦିର ଏସି ଟନେଲର ୨ ମାସର ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ

ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍‌ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ।

Srimandir
ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।

corruption in the name of Barricade for devotees in Puri Srimandir
ଧର୍ମ ଦାଣ୍ଡରେ ଅଧର୍ମର ଖେଳ; ବ୍ୟାରିକେଡ୍ ଖର୍ଚ୍ଚରେ ମହାଦୁର୍ନୀତି ଅଭିଯୋଗ ! 

ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ ।  ୨୦୨୦-୨୧ରେ ୨୧ ଲକ୍ଷ, ୨୩-୨୪ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ । ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ଅପ୍ରତ୍ୟାଶିତ ଖର୍ଚ୍ଚବୃଦ୍ଧି ନେଇ ଅସନ୍ତୋଷ ।

Ratna Bhandar
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ... ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ କମିଟିର ସଦସ୍ୟ ଅଛନ୍ତି।

Srimandir
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ରତ୍ନଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବ ଏବଂ ମରାମତି ସମ୍ପର୍କରେ ଆଲୋଚନା ହେବ ।

Puri Emar Matha
ଏମାର ମଠକୁ ନେଇ ଅଡୁଆରେ ସରକାର; ଯେତେ ଲୁଚାଇଲେ ବି ଦୋଷ ଲୁଚୁନି ?

୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି।

Puri Jagannath Temple
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଫାଟ

ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।

Parikrama Prakalpa
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କାହିଁକି ଆସିପାରିଲେନି ଶଙ୍କରାଚାର୍ଯ୍ୟ ?

ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି। 

Parikrama Prakalpa
ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନଡ଼ିଆ ଭାଙ୍ଗି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 Srimandir Parikrama Prakalpa
ଶ୍ରୀକ୍ଷେତ୍ରରେ ଚାଲିଛି ଜୋରଦାର ପ୍ରସ୍ତୁତି; ଆଜିଠୁ ମହାଯଜ୍ଞ ଆରମ୍ଭ

ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି ।

Makar Sankranti
ଆଜି ପବିତ୍ର ମକର ସଂକ୍ରାନ୍ତି; ମକରଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

Puri Srimandir
ନୂଆବର୍ଷରୁ ଜଗା ଦର୍ଶନରେ ନୂଆ ନିୟମ; ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ପ୍ରବେଶ ମନା

ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେହେତୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଛି ।

Srimandir
ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ

ଖୁବଶୀଘ୍ର ଶ୍ରୀମନ୍ଦିର ଏସି ଟନେଲ ଖୋଲାଯିବା ସହ ଏଥର ସୁରକ୍ଷା ବ୍ୟବସ୍ଥା ଦେଢ ଗୁଣା ବଢ଼ାଯିବ ।

special corridor for srimandira
ଶ୍ରୀମନ୍ଦିର ସମ୍ମୁଖରେ ହେବ ଶୀତତାପ ନିୟନ୍ତ୍ରିତ କରିଡର

ବର୍ତ୍ତମାନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି। ସେମାନଙ୍କ ସୁବିଧା ପାଇଁ ସ୍ପେଶାଲ କରିଡର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ।

Lord jagannath banakalagi ritual to be held today
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ...

ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Puri Srimandir
ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ, ପ୍ରଶାସନକୁ ଘାରିଛି ଭିଡ଼ ନିୟନ୍ତ୍ରଣ ଚିନ୍ତା...

ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Today is the second day of Panchuka
'ପଞ୍ଚୁକ ଦ୍ୱିତୀୟ ଦିନ: ପ୍ରଭୁଙ୍କ ବାଙ୍କଚୂଡ଼ ବେଶ, ବାବା ଧବଳେଶ୍ବରଙ୍କ ଗଙ୍ଗାଧର ବେଶ'

ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

Special darshan facility for devotees in puri srimandir
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ: ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍‌ ବଢ଼ାଯିବ । 

Taraprasad Bahinipati
‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

Puri Srimandir
ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରକିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ । ପଞ୍ଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସବୁ ଉଠା ଦୋକାନ ବନ୍ଦ କରାଯିବ ।

Puri Darshan for Devotees in Puri Srimandir
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଭଟ ଯୁକ୍ତି , ଦର୍ଶନ ପାଇଁ ନଆସନ୍ତୁ ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି

ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ...ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ...ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ...